Odisha Link
Bridging the Missing Links in Odisha
Daily Archives

December 9, 2019

ଦମ୍ପତିଙ୍କ ଉପରେ ଓଲଟିଲା କ୍ରୋମାଇଟ…

ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଉକ୍ତ ଦମ୍ପତି କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ…

ସେବାଶ୍ରମ ଗର୍ଭବତୀ ଛାତ୍ରୀଙ୍କ ଡିଏନ୍‌ଏ…

ଜୟପୁର : ଜୟପୁର ଉପକଣ୍ଠ ଫାମ୍ପୁଣୀ ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତ ଯେମିତି ଖସିଯିବ ନାହିଁ ସେଥିପାଇଁ ଠୋସ୍ ପ୍ରମାଣ ସଂଗ୍ରହ କରାଯିବ। ଏହି ପ୍ରମାଣ…

ଛାଡ଼ପତ୍ର ନୋଟିସ ପାଇ ସ୍ୱାମୀଙ୍କ…

କୋରାପୁଟ : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ ଯୋଗୁଁ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ…

ଦାୟିତ୍ବ ଗ୍ରହଣ କଲେ ଡିଜିପି ଅଭୟ

କଟକ: ରାଜ୍ୟ ପୋଲିସ୍‌ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ। ୧୯୮୬ ବ୍ୟାଚର ଆଇପିଏସ କ୍ୟାଡର ହେଉଛନ୍ତି ଅଭୟ। ପୂର୍ବରୁ ସେ ଜାତୀୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିଲେ। ପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଡେପୁଟେସନରୁ ଫେରିବା ପରେ ଆଜି…

‘ସାର୍କ’ ଦେଶ ଗୁଡିକୁ ମୋଦୀଙ୍କ ପତ୍ର

ନୂଆଦିଲ୍ଲୀ: ଆତଙ୍କବାଦର ଅବସାନ ନିମନ୍ତେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାର୍କ ଦେଶଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସାର୍କର ପ୍ରତିଷ୍ଠା ଦିବସ ଅବସରରେ ସାର୍କ ସଚିବାଳୟକୁ ଏକ…

ଆସନ୍ତା ୧୪,୧୫ ଓ ୧୬ ତାରିଖରେ ବିଜେପି…

ଭୁବନେଶ୍ବର: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ ୟ। ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି। ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଉଦ୍ଧ୍ୱର୍ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି । ଦଳୀୟ ସମ୍ବିଧାନ ଅନୁସାରେ…

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର…

ଗାଡି ଛାଡି ଘୋଡା ଚଢ

ମାଲକାନଗିରି: ନୂଆ ମଟରଯାନ ନିୟମରୁ ଲାଗୁ ହେବା ପରେ ଗାଡ଼ି ଛାଡ଼ି ଘୋଡ଼ା ଚଢ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଏବେ ଏମିତି ଉପାୟ ଆପଣାଇଛନ୍ତି ମାଲ୍‌କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍‌ଟିଏ ଅଛି କିନ୍ତୁ ସେ ଟ୍ରାଫିକ୍ ଚେକିଂରୁ…

‘ଏଇଠି ପାଟିତୁଣ୍ଡ, ଲୋକସଭାରେ…

ଭୁବନେଶ୍ୱର: ଆଜି ଲୋକସଭାରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ। ବିଲକୁ ବିଜେଡିର ସମର୍ଥନକୁ ନେଇ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଉଭୟ ବିଜେଡି ଓ ବିଜେପିକୁ କଟାକ୍ଷ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,…

ଦୁଷ୍କର୍ମ ଉଦ୍ୟମରେ ବିଫଳ ହୋଇ ଯୁବତୀଙ୍କୁ…

ମୁଜଫରପୁର: ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ଜଣେ ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଶରୀରର ପ୍ରାୟତଃ ୫୦ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ବିହାରର…