Odisha Link
Bridging the Missing Links in Odisha
Daily Archives

December 9, 2019

ଭାରତ ଏକ ଭୂଗୋଳ ନୁହେଁ, ଏକ ଭାବ:…

ଭୁବନେଶ୍ବର: ଭାରତ ଏକ ଭାବର ପ୍ରତୀକ। ତାତ୍ତ୍ବିକ ଅର୍ଥରେ ଏହାକୁ ଭୌଗୋଳିକ ସୀମାରେଖା ମଧ୍ୟରେ ରଖିହେବ ନାହିଁ । ସମଗ୍ର ବ୍ରହ୍ମାଣ୍ଡର ରୂପରେଖ ହେଉଛି ଭାରତ, ଯାହାର ପରିଚୟ ଆଧ୍ୟାତ୍ମିକ ଚେତନା ଉପରେ ପର୍ଯ୍ୟବସିତ। ଏବଂ ଏହି ଚେତନାର ସର୍ବଶ୍ରେଷ୍ଠ ଗ୍ରନ୍ଥ ହେଉଛି ଶ୍ରୀମଦ୍ ଭଗବତ ଗୀତା ଯାହା କାଳାତୀତ ଓ…

ଆଇଟିର ବିକାଶ ପାଇଁ ଏହି ରାଜ୍ୟ ମିଳିତ…

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବେସବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ଆଇଟିବିଟି ମନ୍ତ୍ରୀ ଡ. ଅଶ୍ୱଥ ନାରାୟଣଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏଥିରେ ଉଭୟଙ୍କ ମଧ୍ୟରେ ଆଇଟି ନୀତି, ପୁଞ୍ଜିନିବେଶ…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ…

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ ଅଚାନକ ବାଲେଶ୍ୱରସ୍ଥିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିଥିଲେ । ଗସ୍ତ ସମୟରେ ପିଲାମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ, ରହିବା ବ୍ୟବସ୍ଥା ବୁଲି ଦେଖିଥିଲେ ।…

ଓଡ଼ିଶା-ଛତିଶଗଡ଼ ରଣଜୀ ମ୍ୟାଚ: ଚମକିଲେ…

ଭୁବନେଶ୍ବର: ଚଳିତ ସିଜିନର ପ୍ରଥମ ରଣଜୀ ମ୍ୟାଚରେ ଚମକିଲେ ଓଡ଼ିଶା ରଣଜୀ ଦଳର ପେସ୍‌ ବୋଲର। ଓଡ଼ିଶା ରଣଜୀ ଟିମର ପେସ୍‌ ବୋଲର ରାଜେଶ ମହାନ୍ତି ପ୍ରଥମ ମ୍ୟାଚରେ ଦମ୍‌ ଦେଖାିଛନ୍ତି। ସେ ମାତ୍ର ୪୭ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିବା ଯୋଗୁଁ ଓଡ଼ିଶା ଦଳ ଛତିଶଗଡ଼କୁ ମାତ୍ର ୧୩୪ ରନ୍‌ରେ ଅଲ୍‌ଆଉଟ୍‌ କରି…

ବିଦେଶରେ ନାଁ କଲେ ଓଡ଼ିଆ ଝିଅ ସାନ୍ତ୍ୱନା

ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍‌ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ…

ଇସ୍ତଫା ଦେଲେ ଗୁଣ୍ଡୁ ରାଓ ଓ…

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପନିର୍ବାଚନରେ ବାଜିମାତ୍‌ ମାରିଛି ବିଜେପି। ଅନ୍ୟପଟେ କଂଗ୍ରେସକୁ ଲାଗିଛି ଝଟକା। ୧୫ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୨ଟିରେ ଜିତିଥିବା ବେଳେ କଂଗ୍ରେସ ୨ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଦଖଲ କରିଛନ୍ତି।ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି କଂଗ୍ରେସର…

ବାବା ରାମ ରହିମଙ୍କୁ ଭେଟିଲେ ହନିପ୍ରୀତ

ନୂଆଦିଲ୍ଲୀ : ପଞ୍ଚକୁଳା ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଡେରା ମୁଖିଆ ଗୁରୁମୀତ ରାମ ରହିମଙ୍କୁ ତାଙ୍କ ତଥାକଥିତ ଝିଅ ହନିପ୍ରୀତ ସୁନାରିଆ ଜେଲ ଯାଇ ଦେଖା କରିଛନ୍ତି। ସେ ସୋମବାର ଦ୍ବିପ୍ରହର ୨ ରୁ ୩ଟା ସମୟରେ ବାବାଙ୍କୁ ଭେଟିଥିଲେ। ହନିପ୍ରୀତ ତିନି ଜଣ ଓକିଲଙ୍କ ସହ ଯାଇ ବାବା ରାମ ରହିମଙ୍କୁ…

ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ…

ଭୁବନେଶ୍ୱର : ଆଗାମୀ ଜାନୁଆରୀ ୨୫ ତାରିଖରେ ରାଜ୍ୟସ୍ତରରେ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣତନ୍ତ୍ରକୁ ମଜ୍‌ବୁତ ଓ ସୁଦୃଢ଼ କରିବା ନିମନ୍ତେ ନିର୍ବାଚନଗୁଡ଼ିକରେ ବହୁସଂଖ୍ୟାରେ…

ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସ ହେବା ପୂର୍ବରୁ ରୁଷକୁ ଏକ ବଡ଼ ଝଟ୍‌କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏଥିସହ…

ଦାୟିତ୍ବ ନେଲେ ଡିଜିପି ଅଭୟ, କହିଲେ…

କଟକ: ଆଜି ନୂତନ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇପିଏସ ଅଫିସର ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ସେ ନୂଆ ପୋଲିସ ଡିଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅନ୍ତରୀଣ ପୋଲିସ ଡିଜି ସତ୍ୟଜିତ ମହାନ୍ତିଙ୍କଠାରୁ ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି…