Odisha Link
Bridging the Missing Links in Odisha

ଟ୍ରକ୍‌ରେ ପିଟି ହେଲା ବାଇକ୍‌, ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନ ସବଡେଗା ନିକଟରେ ସଡକ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ସବଡେଗା ନିକଟରେ ରାସାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛପୁଟ ଧକ୍କାଦେଲା ବାଇକ । ଘଟଣାସ୍ଥଳରେ ବାଇକରେ ଥିବା ତିନିଜଣଙ୍କ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ।

Comments are closed.