Odisha Link
Bridging the Missing Links in Odisha
Daily Archives

December 13, 2019

‘ଅକ୍ଷର’ର ଅଷ୍ଟମ ସନ୍ଧ୍ୟା

ଭୁବନେଶ୍ବର: ସହିତର ଭାବ ହିଁ ସାହିତ୍ୟ ହୋଇଥିବାବେଳେ ସୃଜନଶୀଳ କ୍ରିୟାଶୀଳତା ହେଉଛି ସଂଗଠନ। ଯୁଗେ ଯୁଗେ ସାହିତ୍ୟ ଓ ଶାସ୍ତ୍ରର ଚର୍ଚ୍ଚା ହୋଇଛି। ସଂଗଠନ ମାଧ୍ୟମରେ ଏହି ଚର୍ଚ୍ଚା ସଂପ୍ରସାରିତ ଓ ଉତ୍ସାହିତ ହୋଇଥାଏ। ପୁସ୍ତକ ଓ ଲେଖକ ମଧ୍ୟରେ ସମ୍ବେଦନଶୀଳ ସଂପର୍କ ଜାରି ରଖିବା ସାହିତ୍ୟ ସଂଗଠନଗୁଡ଼ିକର…

ଅପହଞ୍ଚ ଇଲାକାର ବାସିନ୍ଦା ସରକାରଙ୍କ…

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଆଜି ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳ ପରିଦଶର୍ନ କରି ସ୍ଥାନୀୟ ଲେ।କଙ୍କ ଜୀବନ ଜୀବିକା ସଂପର୍କରେ ଲେ।କଙ୍କଠାରୁ ପଚାରି ବୁଝିଥିଲେ। ତଳନଗଡ଼ାଠାରେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ସ୍ଥାନୀୟ…

ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିର…

ମୁମ୍ବାଇ: ଆଗାମୀ ଦିନରେ ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି ଶୁକ୍ରବାର ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ…

ରାଜ୍ୟ ବନ୍ୟ ପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ…

ଭୁବନେଶ୍ୱର: ଗତ ମଇମାସରେ ହୋଇଥିବା ଫନି ମହାବାତ୍ୟାରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ବାତ୍ୟାରେ ନଷ୍ଟ ହୋଇଥିବା ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ ଭାଙ୍ଗିଥିବା ଗଛ ଏପର୍ଯ୍ୟନ୍ତ ସଫା ହୋଇପାରିଛି । ଏହା ଦ୍ୱାରା ହରିଣମାନଙ୍କ ଚଳ ପ୍ରଚଳରେ ସମସ୍ୟା ସୃଷ୍ଟି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ…

ଭୁବନେଶ୍ୱର : ସଂଘୀୟ ବ୍ୟବସ୍ଥାର ବିଧି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ରାଜ୍ୟର ବିଜେଡି ସରକାର କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାକୁ ନିଜ ନାଁରେ ହଡପ୍ କରିବା ପାଇଁ ଷଡଯନ୍ତ୍ରର ବାରମ୍ବାର ବିରୋଧ କରି ଆସିଛି ବିଜେପି । ଯାଜପୁର ଜିଲ୍ଲା ଡିଆରଡିଏ ତରଫରୁ ପିଡିଡିଆରଡିଏଙ୍କ ଦସ୍ତଖତରେ ଜିଲ୍ଲାର…

ଅର୍ଥବ୍ୟବସ୍ଥାକୁ ନେଇ ସମସ୍ତେ ଚିନ୍ତିତ,…

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ। ନିବେଶ ବଢ଼ାଇବାକୁ କର୍ପୋରେଟ ଟାକ୍ସ ହ୍ରାସ କରାଯାଇଛି। ସରକାରୀ କମ୍ପାନୀର ବକେୟା…

ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଯାଜପୁର ରାମଚନ୍ଦ୍ରପୁର ସେତୁ ନିକଟରେ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟଲୋକ । ମୃତଦେହ ଦେଖି ପୋଲିସକୁ ଖବର…

ସଂସଦ: ଶୀତକାଳୀନ ଅଧିବେଶନ ଶେଷ

ନୂଆଦିଲ୍ଲୀ: ଆଜି ଉଭୟ ସଦନ ପକ୍ଷରୁ ସଂସଦ ଭବନ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥସହିତ ଆଜି ସମାପ୍ତ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା କରିଥିଲା ବିଜେପି। ଯାହାକୁ ଦୃଷ୍ଟିରେ ରଖି ଆଜି ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ…

କଟକରେ ହେବ ନୂଆ ସିଡିଏ : ନଗର ଉନ୍ନୟନ୍ନ…

କଟକ: ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ବାହାରିବ। ଏହି ନୂଆ ଜାଗାରେ ଏସସିବିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ଏନେଇ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କିଛି ସରକାରୀ ଅଫିସ୍ ଓ ବାସପୋଯୋଗୀ ଜମି ମଧ୍ୟ ବାହାରିବ। ନୂଆ ଜାଗାରେ ସ୍ପୋଟର୍ସ…

ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି। ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା। ନକଲି ବନ୍ଧୁକକୁ ଜବତ…