Odisha Link
Bridging the Missing Links in Odisha

ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ

ଝାରସୁଗୁଡା: ବାଗଡିହି ଷ୍ଟେସନ ନିକଟରେ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ରୁ ଡେଇଁଲେ ଦୁଇ ଯୁବତୀ। ଦୁଇଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଯୁବତୀଙ୍କ ଘର ସୁନ୍ଦରଗଡ଼ର ଧନମତୀ ମାଝୀ ଓ ଜ୍ୟୋସ୍ନା ନାଏକ ବୋଲି ଜଣାପଡିଛି। ତେବେ କଣ ପାଇଁ ଟ୍ରେନରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି।

Comments are closed.