Odisha Link
Bridging the Missing Links in Odisha

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ପୂର୍ବାହ୍ନ୧୧ଟାରେ ମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା ହେବ।
ସୂଚାନ ଅନୁସାରେ ନଭେମ୍ବର ୪ ରେ ଯେଉଁ ଶୁଣାଣି ହୋଇଥିଲା ସେଥିରେ ସୁପ୍ରିମକୋଟ ୨୨ଟି ପ୍ରସ୍ତାବ ଦେଇଥିଲେ। ଜାନୁଆରୀ ୮ରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଜଣାପଡ଼ିଛି।

Comments are closed.