Odisha Link
Bridging the Missing Links in Odisha
Daily Archives

December 20, 2019

ଅଫିସ୍‌ରେ ତାଲା ପକାଇ ପିକ୍‌ନିକ୍‌…

କୃଷ୍ଣପ୍ରସାଦ: ଆଜି ମଧ୍ୟାହ୍ନରେ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଖାଁ ଖାଁ ଲାଗୁଥିଲା। କେବଳ ଜଣେ କର୍ମଚାରୀଙ୍କୁ ଛାଡ଼ିଦେଲେ ସବୁ ଅଫିସ୍‌ ଖାଲି ପଡ଼ିଥିଲା। କମ୍ପ୍ୟୁଟର ବନ୍ଦ ରହିଥିବା ବେଳେ ସବୁ ପ୍ରକୋଷ୍ଠର କବାଟ ଖୋଲା ରହିଥିଲା। ଏପରି ବିଡିଓ ମହାଶୟ ନିଜ ଚ୍ୟାମ୍ୱରରେ ନଥିଲେ। କିନ୍ତୁ…

ବିଧାନସଭା ପରିଦର୍ଶନ କଲେ ତୁଳସୀ…

ଭୁବନେଶ୍ବର: ଆଜି ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ବିଜ୍ଞାନ ଛାତ୍ରୀମାନେ ଓଡ଼ିଶା ବିଧାନସଭାକୁ ଅଧ୍ୟୟନ ପରିଦର୍ଶନରେ ଆସି ବିଧାନସୌଧ, ବିଧାନସଭା ଗୃହ, ଗ୍ରନ୍ଥାଗାର ଆଦି ବୁଲି ଦେଖିଛନ୍ତି। ସଂପୃକ୍ତ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ରଞ୍ଜିତ ରଞ୍ଜନ ସାହୁଙ୍କ ନେତୃତ୍ବରେ ଆସିଥିବା ୫୦ ଜଣ…

ରିଲାଏନ୍ସ ଜୁଏଲସ୍ ପକ୍ଷରୁ ବ୍ରହ୍ମପୁରରେ…

ବ୍ରହ୍ମପୁର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ପକ୍ଷରୁ ବ୍ରହ୍ମପୁରରେ ଏହାର ଫ୍ଲାଗସିପ ସୋ' ରୁମକୁ ଉଦଘାଟନ କରାଯାଇଛି । ବ୍ରହ୍ମପୁରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଲୋକପ୍ରିୟ ସପିଙ୍ଗ ସ୍ଥଳ ବଡ଼ ବଜାରରେ ଏହି ଆକର୍ଷଣୀୟ ନୂଆ ସୋ'ରୁମ ଖୋଲାଯାଇଛି । ଏହି ନୂତନ ସୋ'ରୁମର ଶୁଭାରମ୍ଭ…

ମମତାଙ୍କ ଗଣ ମତ ମନ୍ତବ୍ୟକୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିକ୍ଷୋଭକାରୀ। ପଶ୍ଚିମବଙ୍ଗରେ ମଧ୍ୟ ଏହି ବିକ୍ଷୋଭର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିକ୍ଷୋଭ ବେଳେ ଦେଇଥିବା ମନ୍ତ୍ୟବକୁ ନେଇ ବିବାଦ। ଜାତିସଂଘ ତତ୍ତ୍ୱାବଧାନରେ ନାଗରିକତା ସଂଶୋଧନ ଆଇନ (ସିଏଏ)…

ଶାହଙ୍କ ଘର ଆଗରେ ମହିଳା କଂଗ୍ରେସର…

ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଥମିବାର ନାଁ ଧରୁନି। ଏପରିକି ଆଜି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟକ ଦିଲ୍ଲୀ ମହିଳା କଂଗ୍ରେସ କର୍ମୀମାନେ ଶାହଙ୍କ ଘର ଆଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ…

ଶ୍ରୀମନ୍ଦିର ପରିଚଚାଳନା କମିଟି…

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି।ବୈଠକରେ ମାଟିତୋଟାକୁ ଗୁରୁତ୍ବ ଦିଆଯାଇଛି। ପୁରୀ ମାଟିତୋଟାରେ ହେବ ଭକ୍ତ ନିବାସ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହି ଭକ୍ତ ନିବାସଟି ହଜାରେ କୋଠରୀ ବିଶିଷ୍ଟ ହେବ ବୋଲି ସୂଚନା ମିଳିଛି ।…

ନିଜ ମତ ବଦଳାଇଲେ ମମତା

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ମତ ବଦଳାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସିଏଏକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ ପାଇଁ ମତ ଦେଇଥିଲେ। ହେଲେ ଭାରତର ଆଭ୍ୟନ୍ତରୀଣ…

ମଲ୍‌ ବୁଲିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବନେଶ୍ବର: ବାରବାଟୀ ହାଇଭୋଲଟେଜ ମ୍ୟାଚ ପୂର୍ବରୁ ମଲ ବୁଲିବାର ମଜା ନେଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି। ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ ସପିଂ କରିଛନ୍ତି। ଏହା ସହିତ ସେମାନେ ଅନ୍ୟ ଗ୍ରାହକମାନଙ୍କ ସହ ସେଲଫି ଉଠାଇଥିବା ଦେଖିବାକୁ ମିଳିଛି। ଖେଳାଳିମାନେ ସପିଂ କରିବାକୁ ଆସିଥିବା ଖବର ପାଇ ସେମାନଙ୍କୁ…

ରଣଜୀ ମ୍ୟାଚ: ସର୍ଭିସେସ୍‌ ବିପକ୍ଷରେ…

ଭୁବନେଶ୍ବର: ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳର ଚମତ୍କାର ପ୍ରଦର୍ଶନ। ଓଡ଼ିଶା ଦଳ ତାର ଦ୍ବିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି। ଓଡ଼ିଶାର ଇନିଂସ ବିଜୟ ହୋଇଛି। ସର୍ଭିସେସକୁ ଏକ ଇନିଂସ ଓ ୩୧ ରନରେ ହରାଇଛି ଓଡ଼ିଶା। ଇନିଂସ ବିଜୟ ପାଇଁ ଓଡ଼ିଶାକୁ ୭ପଏଣ୍ଟ ମିଳିଛି। ପ୍ରଥମ ଇନିଂସରେ ଓଡ଼ିଶା ୫୪୦ରନ୍…

କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ…

ନୂଆଦିଲ୍ଲୀ: ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇଲେ ଦିଲ୍ଲୀର ତିସହଜାରୀ କୋର୍ଟ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା…