Odisha Link
Bridging the Missing Links in Odisha

ଛାତ୍ର କଂଗ୍ରେସର ସିଏଏକୁ ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ତେଜିବାରେ ଲାଗିଛି। କେଉଁଠି ପୋଡା ଜଳା ହେଉଛି ତ ପୁଣି କେଉଠି ପୋଲିସ ସହିତ ବିକ୍ଷୋପ କାରି ମାନଙ୍କର ଖଣ୍ଡ ଯୁଦ୍ଧ ହେଉଛି। ଠିକ୍‌ ସେମିତି ପ୍ରଭାବ ପଡିଛି ଓଡ଼ିଶା ଉପରେ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୁଷ ପୋତଳିକା ଦାହ କରି ‘ସମ୍ବିଧାନ ବଞ୍ଚାଓ ଭାରତ ବଞ୍ଚାଓ’ ନାରା ଦେଇ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିଛନ୍ତି।

Comments are closed.