Odisha Link
Bridging the Missing Links in Odisha
Daily Archives

December 23, 2019

ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ…

ଭୁବନେଶ୍ବର: ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରିବା ଭଳି ସଦସ୍ୟମାନଙ୍କୁ ରଖାଯିବ ଏବଂ ଜଣେ ଅଧ୍ୟକ୍ଷ ରହିବେ। ଏହି ପରିଷଦ ସାରା ରାଜ୍ୟରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର…

ଜାତୀୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା…

ଭୁବନେଶ୍ବର: ଶିଶୁମାନଙ୍କ ମଧ୍ୟରେ ଥିବା ପ୍ରତିଭାର ପରିପ୍ରକାଶ, ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଓ କୃତୀ ଶିଶୁମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆଜି ଏକ…

ଝାଡ଼ଖଣ୍ଡ: ହେମନ୍ତକୁ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବାଜି ମାରରିଲା ମେଣ୍ଟ। ଶାସକ ଦଳ ବିଜେପିକୁ ଗାଦିଚ୍ୟୁତ କରିବାରେ ସଫଳ ହେଲେ ଜେଏମଏମ ନେତୃତ୍ୱାଧୀନ ମେଣ୍ଟ। ଏଥିସହିତ ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି। ପୂର୍ବରୁ ଦେଢ଼ ବର୍ଷ…

ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡି…

ମାଲକାନଗିରି: ସ୍ୱାଧୀନତାର ୭୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପ୍ରଥମ "ମାଣ୍ଡିଆ ମଣ୍ଡି" ଆଜି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦଘାଟନ କରିଛନ୍ତି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳର ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପର ପାର୍ଶ୍ଵରେ…

ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର୍ ସିରିଜ୍ ପାଇଁ ଆଜି ଅପରାହ୍ନରେ ଭାରତୀୟ ଦଳ ଘୋଷଣା କରାଯାଇଛି।ତେବେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପେସ୍ ବୋଲର ଯଶପ୍ରୀତ ବୁମ୍ରା ଓ ବାମହାତୀ ଓପନର ଶିଖର ଧୱନ୍। ଅନ୍ୟପଟେ ୨୦୧୯ ବିଶ୍ୱକପ୍ ପରଠାରୁ ଲଗାତାର କ୍ରିକେଟ୍ ଖେଳିଆସୁଥିବା…

ଇସ୍ତଫା ଦେଲେ ରଘୁବର, କହିଲେ ଏହା ମୋର..

ରାଞ୍ଚି:ଝାଡ଼ଖଣ୍ଡରେ ବାଜି ମାରିଲା ମହାମେଣ୍ଟ। ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମହାମେଣ୍ଟ ଆଗରେ ଫିକା ପଡ଼ିଲା ବିଜେପି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟବରଣ କରିଛି। ବିଜେପି ମ୍ୟାଜିକ ନମ୍ବର ଠାରୁ ବହୁ ଦୂରରେ ରହିବ ବୋଲି ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯାଇଥିଲା।…

ରାଜଘାଟରେ ସମ୍ବିଧାନ ପଢ଼ିଲେ ସୋନିଆ,…

ନୂଆଦିଲ୍ଲୀ: ଆାଜି ଅପରାହ୍ନ ୩ଟାରେ ମହାତ୍ମା ଗାନ୍ଧୀ ସ୍ମାରକୀ ପୀଠ ରାଜଘାଟରେ ସତ୍ୟାଗ୍ରହ ଆରମ୍ଭ କରିଛି କଂଗ୍ରେସ। ନାଗରିକତା ସଂଶୋଧନ ଆଇନ୍‌ ଓ ଏନଆରସିକୁ ପ୍ରତିବାଦ କରି ରାଜଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଏହି ବିକ୍ଷୋଭରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମନମୋହନ ସିଂହ ପ୍ରମୁଖ…

ପରାଜୟ ସ୍ବୀକାର କଲେ ରଘୁବର, କହିଲେ..

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଫାଇନାଲ ଫଳାଫଳ ଘୋଷଣା ହୋଇନଥିବା ସତ୍ତ୍ବେ ନିଜର ପରାଜୟ ସ୍ବୀକାର କରିଛି ବିଜେପି। ଭୋଟ ଗଣତି ବେଳେ ବିଜୟ ନେଇ ଦମ୍ଭୋକ୍ତି ଦେଖଉଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପରାଜୟକୁ ସ୍ବୀକାର କରିଛନ୍ତି। ଏଥିସହିତ ସେ କହିଛନ୍ତି, “ବିଜେପି ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ…

ଛାତ୍ର କଂଗ୍ରେସର ସିଏଏକୁ ବିରୋଧ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ତେଜିବାରେ ଲାଗିଛି। କେଉଁଠି ପୋଡା ଜଳା ହେଉଛି ତ ପୁଣି କେଉଠି ପୋଲିସ ସହିତ ବିକ୍ଷୋପ କାରି ମାନଙ୍କର ଖଣ୍ଡ ଯୁଦ୍ଧ ହେଉଛି। ଠିକ୍‌ ସେମିତି ପ୍ରଭାବ ପଡିଛି ଓଡ଼ିଶା ଉପରେ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୁଷ…

ଆଜିଠୁ ରାଜ୍ୟରେ ନୂଆ ଅଧ୍ୟାୟ ଆରମ୍ଭ ହେବ:…

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପିକୁ ପଛରେ ପକାଇ ଏବେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଗେଇଛନ୍ତି ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମହାମେଣ୍ଟ। ଜାତୀୟ ଗଣମାଧ୍ୟମରେ ପ୍ରଶାରିତ ଖବର ଅନୁଯାୟୀ ଝାଡ଼ଖଣ୍ଡରେ…