Odisha Link
Bridging the Missing Links in Odisha
Daily Archives

December 23, 2019

କୋଲକାତା: ସିଏଏ ସପକ୍ଷରେ ବିଜେପିର ରାଲି,…

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇ କୋଲକାତାରେ ରାଲି କରିଛି ଭାରତୀୟ ଜନତା ପାର୍ଟି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟେଜନ…

ନାଗରିକତା ଆଇନ ବିରୋଧୀ ବିଜ୍ଞାପନକୁ ନେଇ…

କୋଲକାତା: ଆଜି କୋଲକାତା ହାଇକୋର୍ଟ ନାଗରିକତା ସଂଶୋନ ଆଇନକୁ ଜାରି ହେଉଥିବା ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି। ଆଜି ହାଇକୋର୍ଟ ନିର୍ଦ୍ଦେଶ ଦାଇଛନ୍ତି ଯେ, ଯେଉଁ ବିଜ୍ଞାପନ ଗୁଡ଼ିକରେ “ପଶ୍ଚିମବଙ୍ଗ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ଲାଗୁ କରିବ ନାହିଁ” ବୋଲି ଲେଖାଯାଇଛି, ସେଗୁଡ଼ିକୁ ତୁରନ୍ତ ବନ୍ଦ…

ବିଜେପି: ଗୋଟିଏ ବର୍ଷରେ ଖସିଲାଣି ୫…

ଭୁବନେଶ୍ବର: ସାରା ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ପଣ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାରେ ଲାଗିଛି। ୨୦୧୪ରେ ଦେଶରେ କ୍ଷମତାକୁ ଫେରିଥିବା ବିଜେପି ୨୦୧୮ ସୁଦ୍ଧା ୨୧ଟି ରାଜ୍ୟକୁ ନିଜ ଅକ୍ତିଆରକୁ ନେଇ ଦେଶର ୭୦% ଲୋକଙ୍କୁ ଶାସନ କରିବାର ସୁଯୋଗ…

ଏଥର ଦେଖିବାକୁ ମିଳିବ ବିରଳ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଥିବାକୁ ମିଳିବ। ଏଥର ସୂର୍ଯ୍ୟୋପରାଗରେ ଦେଖିବାକୁ ମିଳିବ ବିରଳ ମହାଜଗତିକ ଦୃଶ୍ୟ । ଏହି ପରାଗ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ…

ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି କାମ ଶେଷ…

ଘଣ୍ଟାଏ ଅଟକିଲା ବିମାନ: ବିଜେପି ସାଂସଦ…

ନୂଆଦିଲ୍ଲୀ: ବିଜେପିର ବିବାଦୀୟ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଯୋଗୁଁ ପ୍ରାୟ ଏକ ଘଣ୍ଟା କାଳ ଅଟକି ରହିଲା ଦିଲ୍ଲୀ-ଭୋପାଳ ସ୍ପାଇସ୍‌ଜେଟ୍‌ ବିମାନ। ଆଉ ଏଥିପାଇଁ ତାଙ୍କୁ ଅନ୍ୟ ଯାତ୍ରୀଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ଘଟଣା ଘଟିଛି ଗତକାଲି ନୂଆଦିଲ୍ଲୀ ବିମାନବନ୍ଦରରେ। ହ୍ବିଲ୍‌ ଚେୟାର ଯୋଗେ ଆସି…

ନାଗରିକତା ଆଇନ୍: ରାଜଘାଟରେ କଂଗ୍ରେସର…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟା ସମୟରେ ରାଜଘାଟରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ନାଗରିକତା ସଂଶୋଧନ ଆଇ ଏବଂ ଏନଆରସି ବିରୋଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଏଥିରେ ଯୋଗ ଦେବାକୁ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ପ୍ରତିବାଦସ୍ଥଳରେ…

କ୍ବିଆର୍‌ସାମ୍‌ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ୟୁଆରସାମ୍‌(କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୧୧ଟା ୪୯ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିଲା। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ।…

ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ ଓ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଯୋଗ ଦେଇ ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରିଛନ୍ତି। ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି ।…

ବିଜେପି ସରକାର ଗଢ଼ିବ : ରଘୁବର

ରାଞ୍ଚି: ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ଗଣତି ଚାଲିଛି। ପ୍ରାରମ୍ଭିକ ଭୋଟ ଗଣତି ରିପୋର୍ଟ ଅନୁଯାୟୀ ଜେଏମଏମ-କଂଗ୍ରେସ-ଆରଜେଡ଼ିର ମେଣ୍ଟ ସରକାର ମ୍ୟାଜିକ ନମ୍ବର ପାଖାପାଖି ରହିଥିବା ବେଳେ ବିଜେପି ସରକାରୁ ଗାଦିଚ୍ୟୁତ ହେବା ଖବର ପ୍ରକାଶ ପାଇଛି। ଫଳରେ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ…