Odisha Link
Bridging the Missing Links in Odisha

ପରାଜୟ ସ୍ବୀକାର କଲେ ରଘୁବର, କହିଲେ..

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନ ଫାଇନାଲ ଫଳାଫଳ ଘୋଷଣା ହୋଇନଥିବା ସତ୍ତ୍ବେ ନିଜର ପରାଜୟ ସ୍ବୀକାର କରିଛି ବିଜେପି। ଭୋଟ ଗଣତି ବେଳେ ବିଜୟ ନେଇ ଦମ୍ଭୋକ୍ତି ଦେଖଉଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପରାଜୟକୁ ସ୍ବୀକାର କରିଛନ୍ତି। ଏଥିସହିତ ସେ କହିଛନ୍ତି, “ବିଜେପି ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ଆମେ ପରାଜୟ ସ୍ୱୀକାର କରୁଛୁ।”

ସୂଚନାଥାଉକି, ଭୋଟ ଗଣତି ବଳେ ରଘୁବର ଦାସ କହିଥିଲେ ଯେ, “ମୋର ବିଶ୍ୱାସ ଯେ ବିଜେପି ଶେଷରେ ଜିତିବ। ମୁଁ ଶେଷ ଯାଏ ଫଳାଫଳକୁ ଅପେକ୍ଷା କରିଛି। ବିଜେପି ସଂଖ୍ୟା କମ୍ ପାଇଥିଲେ ମଧ୍ୟ ରାଜ୍ୟରେ ସରକାର ଗଢ଼ିବ।

Comments are closed.