Odisha Link
Bridging the Missing Links in Odisha
Daily Archives

January 3, 2020

ଖୋର୍ଦ୍ଧାରୁ ଉଦ୍ଧାର ହେଲା ଧଳା ଭାଲୁ

ଖୋର୍ଦ୍ଧା: ଖୋର୍ଦ୍ଧା ଯାଁଳାରୁ ଉଦ୍ଧାର ହୋଇଛି ଏକ ବିରଳ ଧଳା ଭାଲୁ। ଗତକାଲି ରାତି ୧୦ଟାରେ ଖୋର୍ଦ୍ଧା ବନ ବିଭାଗ ଏହି ଧଳା ଭାଲୁ ଛୁଆକୁ ଉଦ୍ଧାରକରିଛି। ୨/୩ ମାସର ଏହି ଅଣ୍ଡିରା ଧଳା ଭାଲୁ ଛୁଆଟିକୁ ମା’ ଭାଲୁ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି। ଏହି ଧଳା ଭାଲୁ କୁଆଡ଼ୁ ଆସିଲା ବୋଲି ବନ ବିଭାଗ…

୩୮ଗ୍ରାମ୍ ବ୍ରାଉନସୁଗାର ଜବତ

ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ, ପୋଲିସ ଓ ଅବକାରୀ ବିଭାଗ ସ୍ପେଶାଲ ଫ୍ଲାଇଂ ସ୍କ୍ବାଡ୍ ସଦର ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରି ମୋଟ୍ ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା : ୨ ମୃତ,…

ଭଦ୍ରକ: ଭଦ୍ରକ ଜିଲ‌୍ଲା ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଆଜି ସକାଳେ ଜଣାପଡ଼ିଛି। ଏକ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା…

ଶସ୍ତା ହେବ କେବୁଲ ସେବା

ନୂଆଦିଲ୍ଲୀ: ଏବେ ଟିଭି ଦେଖିବା ହେବ ଶସ୍ତା। ଗ୍ରାହକମାନେ କମ୍ ଟଙ୍କାରେ ଅଧିକ ଚ୍ୟାନେଲ୍‌ ଦେଖି ପାରିବେ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଟିଭି ଶୁଳ୍କ ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ପ୍ୟାକ୍ ବା ବୁକେରେ ରହୁଥିବା କୌଣସି ଚ୍ୟାନେଲ୍‌ର ଦାମ୍‌…

ଆମେରିକାର ଏୟାର ଷ୍ଟ୍ରାଇକ୍: ଇରାନ ସେନା…

ବାଗଦାଦ: ଆଜି ଆମେରିକା ସେନା ଅତର୍କିତ ଭାବରେ ଇରାନରେ ଏକ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ହୋଇଛି। ଏହି ଡ୍ରୋନ୍‌ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା…

ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା…

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ଫୋନ ନ ଉଠାଇବାରୁ ପୁରୁଷ ବନ୍ଧୁ ଘର ସାମ୍ନାରେ ହଙ୍ଗାମା କରିଥିଲେ।…

ବର୍ଷକର ରିପୋର୍ଟ କାର୍ଡ ଦେବେ ସାଂସଦ…

ଭୁବନେଶ୍ୱର: ନୂଆ ବର୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନୂଆ ସଙ୍କଳ୍ପ ସହ ନିଜ ଭୋଟରଙ୍କ ସମ୍ମୁଖକୁ ଆସିଛନ୍ତି । ଯେଉଁମାନେ ତାଙ୍କୁ ଭଲ ପାଇବା ଦେଇଛନ୍ତି, ଆସ୍ଥା ପ୍ରକଟ କରି ତାଙ୍କୁ ଜିତାଇଛନ୍ତି ଓ ତାଙ୍କ ସହ ଛିଡ଼ା ହୋଇଛନ୍ତି, ସେହି ନିର୍ବାଚନ ମଣ୍ଡଳବାସୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ…

ମାଓବାଦୀଙ୍କ ବର୍ବର କାଣ୍ଡ

ବାଲିଗୁଡା: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଲେତିଙ୍ଗିଆ ବୁର୍ଡାମାହାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ବାଲିଗୁଡା ଥାନା ମାର୍ଦୁଡି ଗାଁର ରଂଜନ ଦିଗାଳ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତ…

ଦୁଇ ଦିନ ପରେ ପୁଣି ବଢ଼ିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି କୋହଲା ପାଗ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଆଜି ସାରା ରାଜ୍ୟରେ ଝିପିଝିପି ବର୍ଷା ହୋଇଛ । ଏଭଳି ସ୍ଥିତି ଆଉ ଦୁଇ ଦିନ ଲାଗିରହିବ। ୫ ତାରିଖଠାରୁ ପୁଣି ଶୀତ ଲେଉଟିବ। ବର୍ତମାନର ସର୍ବନିମ୍ନ ତାପମାତ୍ରା ଯେତିକି ରହୁଛି, ତା’ଠାରୁ ୩ରୁ ୪ ଡିଗ୍ରି କମିବ ।…

ବର୍ଷା ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରଯାଇଥିଲା। ଆସନ୍ତା ୨୪…