Odisha Link
Bridging the Missing Links in Odisha
Daily Archives

January 5, 2020

ବର୍ଷା ଧୋଇ ଦେଲା ୨୦୨୦ର ପ୍ରଥମ ଟି-୨୦

ଗୌହାଟୀ: ବର୍ଷା ଧୋଇଦେଲା ୨୦୨୦ର ପ୍ରଥମ ଟି-୨୦ ମ୍ୟାଚ୍। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି।…

ଅଶାନ୍ତ ଜେଏନୟୁ

ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜବହାରଲାଲ ନେହେରୁ ୟୁନିଭରସିଟି(ଜେଏନୟୁ)। ଆଜି ସନ୍ଧ୍ୟାରେ ଜେଏନୟୁ ଛାତ୍ରବାସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କିଛି ଯୁବକ ମାନେ ମୁହଁରେ କପଡା ବାନ୍ଧି ଲାଠି-ବାଡି ଧରି ହଷ୍ଟେଲରେ ପଶି…

ଜେଲ୍‌ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ବର: ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଆଜି ଜେଲ୍ ଗଲେ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ…

ଶୁଭାରମ୍ଭ ହେଲା ‘ଓଡ଼ିଶା ମୋ ପରିବାର’…

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପକ୍ଷରୁ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ନୀବନ ନିବାସରେ ‘ମୋ ପରିବାର’ ବୈଠକ ପରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ବସିବା ସହିତ…

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ସଚେତନତା…

ହାଟଡିହୀ: କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଇଞ୍ଚୋଳର ସାମାଜିକ ସଙ୍ଗଠନ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଏକ ଦ୍ୱିଚକ୍ରିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏହାର ମୂଳ ଉଦ୍ଧେଶ୍ୟ ଥିଲା ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଇଞ୍ଚୋଳ ଓ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା।ଚନ୍ଦନ ପଣ୍ଡାଙ୍କ…

ବିଗବସ୍‌ରେ ଓଡ଼ିଶାର କାରୁକାର୍ଯ୍ୟ ଓ…

ନୂଆଦିଲ୍ଲୀ: ଜାତୀୟସ୍ତରୀୟ ରିୟାଲିଟି ଶୋରେ ଓଡ଼ିଶାର ସଂସ୍କୃତିର ଚର୍ଚ୍ଚା। ବର୍ତ୍ତମାନ ସମୟରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ଶୋ’ ବିଗବସ୍ ର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁ ରହିଛି।  ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡା କରୁଥିବାର ଦୃଶ୍ୟ ସମସ୍ତେ ଦର୍ଶକ…

ବଢ଼ିଲା ଭିତରକନିକାରେ କୁମ୍ଭୀର ସଂଖ୍ୟା

ଭୁବନେଶ୍ବର: ସରିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ଗଣନା। ମିଳିଥିବା ତଥ୍ୟ ଅନୁସାରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୧୫ଟି କୁମ୍ଭୀର ବଢ଼ିଛନ୍ତି। ଗତବର୍ଷ ଭିତର କନିକାରେ ୧୭୪୨ କୁମ୍ଭୀର ଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୧୭୫୭ରେ ପହଞ୍ଚିଛି। କୁମ୍ଭୀର ବିଶାରଦ…

ଆଜି ପବିତ୍ର ଶାମ୍ବ ଦଶମୀ, ଚନ୍ଦ୍ରଭାଗାରେ…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା…

ଆଜି ୨୦୨୦ର ପ୍ରଥମ ଟି-୨୦, ମୁହାଁମୁହିଁ…

ଗୌହାଟୀ: ଆଜି ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟପଟେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ଟିମ ଇଣ୍ଡିଆ ଆଜି ପଡିଆକୁ ଓହ୍ଲାଇବ। ଆଜି ଆସାମର ଗୌହାଟୀରେ ଥିବା ବରସପରା ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜର…