Odisha Link
Bridging the Missing Links in Odisha

୪ ପାସେଞ୍ଜର ଟ୍ରେନ୍‌ ବାତିଲ

ଭୁବନେଶ୍ବର: ବାତିଲ ହୋଇଛି ୪ ଗୋଟି ପାସେଞ୍ଜର ଟ୍ରେନ୍‌। ବିଶାଖାପାଟଣା ଓ୍ବାଇଟିୟର ଡିଭିଜନ ମରାମତି ପାଇଁ ୪ଟି ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ସମ୍ବଲପୁର-କୋରାପୁଟର ଉଭୟପଟୁ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ଯାଏଁ ପାସେଞ୍ଜର ଟ୍ରେନ୍‌ ବାତିଲ କରାଯାଇଛି। ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌କୁ ଜୁନୁଆରୀ ୨୨ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଛି। ସେହିପରି ବିଶାଖାପାଟଣା-ରାୟପୁର ପାସେଞ୍ଜର ଟ୍ରେନ୍‌କୁ ଜାନୁଆରୀ ୧୦ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଛି। ଏ ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.