Odisha Link
Bridging the Missing Links in Odisha
Daily Archives

January 9, 2020

କାଲି ଶେଷ ଟି-୨୦: ସିରିଜ୍ କବଜା କରିବା…

ପୁଣେ: ଆସନ୍ତାକାଲି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ପ୍ରଥମ…

ପଦୋନ୍ନତି ଅଦାଲତ ଗଠନ କଲେ ରାଜ୍ୟ ସରକାର,…

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଚାକିରିଆଙ୍କୁ ପଦୋନ୍ନତି ପାଇଁ ଆଉ ବୁଲିବାକୁ ପଡିବନି କାରଣ ରାଜ୍ୟ ସରକାର ଗଠନ କରିଛନ୍ତି 'ପଦୋନ୍ନତି ଅଦାଲତ'। ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି…

ନାଗରିକତା ଆଇନକୁ ସମର୍ଥନ ଜଣାଇଲେ ରବି…

ପୁଣେ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ଦେଖାଯାଇଥିଲା। ହେଲେ ସିଏଏକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ସେ ନାଗରିକତା ଆଇନକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ)…

ପୂର୍ଣ୍ଣିମାରେ ଫିକା ପଡ଼ିବେ ଜହ୍ନମାମୁଁ

ନୂଆଦିଲ୍ଲୀ: ଆସନ୍ତାକାଲି ହେବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି ରାତି ୧୦ଟା ୩୭ ମିନିଟ୍‌ରେ ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୨ ମିନିଟ୍‌ରେ ଶେଷ ହେବ ଚନ୍ଦ୍ର ଗ୍ରହଣ। ପୂର୍ଣ୍ଣ ଗ୍ରହଣ ଓ ଆଂଶିକ ଗ୍ରହଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାଏ ଉପଛାୟା ଚନ୍ଦ୍ର ଗ୍ରହଣ। ଏହି…

୧୧,୩୯୭ ଗାଁରେ କଟିବ ଲାଇନ୍

ଭୁବନେଶ୍ବର: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଆଜି ବକେୟା ବିଦ୍ୟୁତ୍‌ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ କହିଛନ୍ତି। ଯିଏ ବିଦ୍ୟୁତ୍‌ ବିଲ ପଇଠ କରିବ ନାହିଁ ଜାନୁଆରୀ ୧୬ରୁ…

ମୋଦିଙ୍କ ବାପା-ଦାଦା ନଥିଲେ ସ୍ବାଧୀନତା…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ସେବା ଦଳକୁ ବିଜେପି ଟାର୍ଗେଟ କରିବା ପରେ କମଲନାଥ ଭୋପାଳରେ ଆୟୋଜିତ ଏକ କାର୍ଯକ୍ରମରେ କହିଛନ୍ତି ଯେ, କିଛି ଲୋକ କଂଗ୍ରେସକୁ ରାଷ୍ଟ୍ରବାଦର ପାଠ ପଢ଼େଇବେ ବୋଲି କହୁଛନ୍ତି।…

ବିଜ୍ଞାପନ କରି ବିବାଦ ଘେରରେ ଅକ୍ଷୟ…

ମୁମ୍ବାଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନିଜର ଗୋଟେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ସହ ହିଟ ସିନେମା ମଧ୍ୟ ଦେଇଛନ୍ତି । ତାଙ୍କ ଅଭିନୀତ ସିନେମା ବାଲା ହିଟ ହୋଇଥିଲା । କିନ୍ତୁ ଆକ୍ସନ ହିରୋ ଏବେ ଏକ ବାବାଦ ଘେରରେ ପଡ଼ି ଯାଇଛନ୍ତି ।…

ଦେଶରେ ଅପରାଧ ବୃଦ୍ଧି ନେଇ ରିପୋର୍ଟ ଦେଲା…

ନୂଆଦିଲ୍ଲୀ: ବୃଦ୍ଧି ପାଉଛି ଦେଶରେ ଅପରାଧର ମାତ୍ରା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୧୭ ତୁଳନାରେ ୨୦୧୮ରେ ଦେଶରେ ଘଟୁଥିବା ଅପରାଧର ମାତ୍ରାରେ ୧.୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୮ରେ ଦେଶର ବିଭିନ୍ନ ସ୍ଥାନରେ ଦୈନିକ ହାରାହାରି ୮୦ଟି…

ସୁର କହିଲେ ଭୋଟ ପାଇଁ କାଳିଆ ଟଙ୍କା,…

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆ ଟଙ୍କା କେବଳ ଭୋଟକୁ ନଜରରେ ରଖି ବଣ୍ଟା ଯାଇଥିଲା। ଏଥିରୁ ୯୦ଭାଗ ବିଜେଡି କର୍ମୀ କାଳିଆ ଟଙ୍କା ପାଇଛନ୍ତି। ପ୍ରକୃତ…

ଜେଏନୟୁ ହିଂସାରେ ଗୃହମନ୍ତ୍ରୀ ଅମିତ ଶାହ…

ନୂଆଦିଲ୍ଲୀ: ଜବହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଗତ ୫ ତାରିଖରେ ହିଂସାକାଣ୍ଡ ଦେଖିବାକୁ ମଳିଥିଲା। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହ ଏହି ହିଂସା କାଣ୍ଡରେ ସାମିଲ ଥିବା ଅଭିଯୋଗ କରିଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ,…