Odisha Link
Bridging the Missing Links in Odisha
Daily Archives

January 13, 2020

ତିନି ଜଣଙ୍କୁ ମିଳିଲା ତପସ୍ୟା ଫାଉଣ୍ଡେସନ…

ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ନାରାୟଣ ଚନ୍ଦ୍ର ରାୟ ମହାପାତ୍ର , ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକ ସୂର୍ଯ୍ୟ ଦେଓ ଏବଂ ଯୁବ ଲେଖକ ତିଲେଶ୍ବର ରଣାଙ୍କୁ ଏଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାହାରରେ ତପସ୍ୟା ଫାଉଣ୍ଡେସନ ସାହିତ୍ୟ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଛି । ସ୍ଥାନୀୟ ଉତ୍କଳ ଚାମ୍ବର ଅପ୍…

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ବିସିସିଆଇ ଦଳ ଘୋଷଣା କରିଛି। ୧୬ ଜଣିଆ ଭାରତୀୟ ଦଳରେ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଜାନୁଆରୀ…

‘ସିଏଏ-ଏନ୍‌ଆର୍‌ସି’ ବିରୋଧରେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଏବଂ ଏନଆରସିକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏଥିସହିତ ଦେଶରେ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା କରିବା ପାଇଁ ବିରୋଧୀକୁ ନେଇ ଦିଲ୍ଲୀଠାରେ ଏକ ବୈଠକ ଡାକିଥିଲା କଂଗ୍ରେସ। କଂଗ୍ରେସ ନେତୃତ୍ବରେ ୨୦ ରାଜନୈତିକ ଦଳ ଆଜି ଏକାଠି ହୋଇ…

ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ…

ଭୁବନେଶ୍ୱର : ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଚଳିତ ଜାନୁଆରୀ ୧୫ ତାରିଖରେ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବା ପାଇଁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌ ଗସ୍ତ କରିବେ । ଲକ୍ଷ୍ମୌ ବିଧାନଭବନରେ ଆୟୋଜିତ ଏହି ସମ୍ମିଳନୀରେ ଲୋକସଭା ଓ ରାଜ୍ୟ ବିଧାନସଭାର ଉପଯୁକ୍ତ ପରିଚାଳନା ସଂ…

କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଡ୍ରେସ୍‍…

ବାରଣସୀ: ବାରଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ କରାଯାଇଛି ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା। ଏଣିକି ନିର୍ଦ୍ଧାରିତ ଡ୍ରେସ୍‍ କୋଡ୍‍ ମୁତାବକ ମନ୍ଦିରରେ କାଶୀ ବିଶ୍ୱନାଥଙ୍କ ସ୍ପର୍ଶ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଣିକି ପୁରୁଷଙ୍କୁ ଧୋତି-କୁର୍ତା ଓ ମହିଳାମାନଙ୍କୁ ଶାଢୀ ପିନ୍ଧିବାକୁ ପଡ଼ିବ। ଏହି…

କଟକର ସାରଳା ସାହିତ୍ୟ ସଂସଦକୁ ମଳିବ…

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନା ପତିଙ୍କ ଅନନ୍ୟ ସୃତିରେ ପ୍ରଦାନ କରାଯାଉଥିବା “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’’ର ପ୍ରାପକ ହେବେ କଟକର ବିଶିଷ୍ଟ ସଂଗଠନ ସାରଳା…

ଅଡ଼ୁଆରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଡ଼ୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବେଲୁର ମଠଠାରେ ଏକତ୍ରିତ ଲୋକଙ୍କୁ ସିଏଏ ବାବଦରେ ଭାଷଣ ଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଯାଇଛି। ବେଲୁର ମଠଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିକ ଭାଷଣକୁ ନେଇ ସୋମବାର ରାମକୃଷ୍ଣ ମିଶନ୍‌ ସଦସ୍ୟମାନେ ଅସନ୍ତୋଷ ପ୍ରକଟ…

ମନମୋହନ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷରେ ତାଙ୍କର ମୁତ୍ୟୁ ହୋଇଛି। ମନମୋହନ ମହାପାତ୍ର 'ନିରବ ଝଡ' ପାଇଁ ଜାତୀୟ ପୁରସ୍ପାର ପାଇଥିଲେ। କ୍ଲାନ୍ତ ଅପରାହ୍ନ, ଅଗ୍ନିବାଣୀ, ଶୀତରାତି, ମଝି ପାହାଚ, ନିରବ ଝଡ,…

‘ଭଲ ଭାବରେ ବ୍ୟବହାର କର, ନଚେତ…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ସାଂସଦ ଯଶବନ୍ତରାଓ ଗଡ଼ଖା ନିଜ ଦଳ କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନସିପି ନେତା ମାନଙ୍କୁ ଆଗୁଆ ସତର୍କ ବାଣୀ ଦେଇଛନ୍ତି। ଉଦ୍ଧବ ଠାକରେ ନିକଟରେ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିଲେ। ଏହି ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀକୁ ମିଶାଇ ୪୩ ଜଣ ସଦସ୍ୟ…

ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ପରେ ମୁହଁ…

ମୁମ୍ୱାଇ : ଟେଲିଭିଜନର ରିୟାଲିଟି ଶୋ ‘ବିଗ୍ ବସ୍ ୧୩’ ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ଏହାର ଟିଆରପି ମଧ୍ୟ ବଢ଼ିବାର ଲାଗିଛି । କିଛି ଦିନ ତଳେ ଜଣେ ପ୍ରତିଯୋଗୀ ଘରୁ ବେଘର ହୋଇ ଯାଇଥିଲେ । ସେହେଲେ ଅରହାନ ଖାନ ଯିିଏ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଏବେ ପ୍ରତିଯୋଗୀ ଅରହାନ ଖାନ ପୁଣିଥରେ ଚର୍ଚ୍ଚାକୁ…