Odisha Link
Bridging the Missing Links in Odisha

ଓଲଟିଲା ତେଲ ବୋଝେଇ ମିନି ଟ୍ରକ, ବୋହିନେଲେ ଲୋକ

ଭୁବନେଶ୍ବର:  ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ମିନିଟ୍ରକ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇ ସିରିଡଠାରେ ଓଲଟି ପଡ଼ିଛି। ଫଳରେ ଗାଡିରେ ଥିବା  ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହି ନେଇଛନ୍ତି । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଅଧାରୁ ଅଧିକ ତେଲ ପ୍ୟାକେଟ ଲୋକେ ନେଇସାରିଥିଲେ ।

Comments are closed.