Odisha Link
Bridging the Missing Links in Odisha
Daily Archives

January 16, 2020

ନେତାଜୀଙ୍କ ଜନ୍ମଦିନକୁ “ଦେଶଭକ୍ତି ଦିବସ”…

ନୂଆଦିଲ୍ଲୀ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାତି ତଥା ଭାରତୀୟ ଜନତା ପାର୍ଟିର ନେତା ଚନ୍ଦ୍ର କୁମାର ବୋଷ ନେତାଜୀଙ୍କ ଜନ୍ମ ଦିନକୁ ଦେଶଭକ୍ତି ଦିବସ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ହେବ ନେତାଜୀଙ୍କ ଜନ୍ମ ଜୟନ୍ତୀକୁ ଦେଶଭକ୍ତି ଦିବସ…

କାଜଲଙ୍କ ସର୍ଟ ସିନେମାର ଫାଷ୍ଟ ଲୁକ୍‌

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କାଜଲଙ୍କ ସିନେମା ତାନାଜୀ ବହୁତ ପ୍ରଶଂସା ଲାଭ କରିଛି । ବର୍ତ୍ତମାନ କାଜଲ ଏବେ ସର୍ଟ ସିନେମା ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ସିନେମାଟି ହେଲା 'ଦେବୀ'ଓ ଏହାର ଫାଷ୍ଟ ପୋଷ୍ଟର ଜାରି କରାଯାଇଛି । ଏହି ପୋଷ୍ଟରରେ କାଜଲଙ୍କ ସହ ଶ୍ରୁତି ହାସନ, ନେହା ଧୁପିଆ, ନିନା…

ନାଗରିକତା ଆଇନ୍ ସମର୍ଥନରେ ଏକାଠି ହେଲେ…

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ମୁସଲମାନଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲେ କିଛି ସମୟ ପରେ କିଛି ଅଜ୍ଞାତ ଯୁବକ ଆସି ବିକ୍ଷୋଭ ପ୍ରଦର୍ଶନ କରାଇଥିଲେ। ଫଳରେ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆ ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ୭/୮…

କଲେଜ ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ…

ଗଞ୍ଜାମ: ଆଜି ଅପରାହ୍ନରେ ଗଞ୍ଜାମ ସହର ଉପକଣ୍ଠରେ ଥିବା ଋଷିକୂଲ୍ୟା ସଡ଼କ ପୋଲ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ପଡ଼ିଥିଲେ। ଏହି ଘଟଣା ସମୟରେ ସେଠାରେ ମାଛ ମାରୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଫଳରେ ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ଛାତ୍ରୀ ଜଣକ ଛତ୍ରପୁର ମହିଳା…

ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଅତୁଟ:…

ପାଟନା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)ର ସମର୍ଥନରେ ଆଜି ବିହାରର ବୈଶାଳୀ ଅଞ୍ଚଳରେ ଆୟୋଜିତ ଜନସଭାରେ ଗୃହମନ୍ତ୍ରୀ ଅମିତ ଶାହ ସମ୍ବୋଦ୍ଧିତ କରିଛନ୍ତି। ସିଏଏକୁ ନେଇ କହିବା ସହ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି ଅମିତ ଶାହ। ବିରୋଧୀଙ୍କୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି ଯେ, ବିହାରରେ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

ଖୋର୍ଦ୍ଧା: ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ଥାନା ଭିମପଡା ଛକରେ ବରଯାତ୍ରୀ ବସ୍ ସହ ଚାଉଳ ବୋଝେଇ ଟ୍ରକ୍ ମୁହାମୁହିଁ ଧକ୍କା ହୋଇଛି। ବସ୍‌ରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ସାତଜଣ ଗୁରୁତର ହୋଇଥିବା ବେଳେ ଦଶରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବୋଲଗଡ଼ ଗୋଷ୍ଠୀ…

ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍…

ଭୁବନେଶ୍ୱର : ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ୱେନ୍ ଗିଭିଂ ଫାଉଣ୍ଡେସନ ଓ ମିସନ୍ ଫର ଭିଜନ୍ ସହଭାଗିତାରେ ପ୍ରଥମ ୱେନ୍ ଗିଭିଂ ଫାଉଣ୍ଡେସନ ହଲ୍ ଅଫ୍ ରେସଡେନସର ଉଦ୍‌ଘାଟନ ହୋଇଛି । ୱେନ୍ ଗିଭିଂ ଫାଉଣ୍ଡେସନର ଏଭଳି ସହାୟତା ଭୁବନେଶ୍ୱର ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) କ୍ୟାମ୍ପସ…

ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ମୁମ୍ବାଇ : ପୁଣେରୁ ଜୟପୁରର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ଆଜି ସକାଳୁ ପୁଣେରୁ ଜୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ୬ଇ- ୬୧୨୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଉପସ୍ଥିତ ପାଇଲଟ ବିମାନରେ…

ଓଲଟିଲା ତେଲ ବୋଝେଇ ମିନି ଟ୍ରକ,…

ଭୁବନେଶ୍ବର:  ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ମିନିଟ୍ରକ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇ ସିରିଡଠାରେ ଓଲଟି ପଡ଼ିଛି। ଫଳରେ ଗାଡିରେ ଥିବା  ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହି ନେଇଛନ୍ତି । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଅଧାରୁ ଅଧିକ ତେଲ ପ୍ୟାକେଟ ଲୋକେ ନେଇସାରିଥିଲେ ।

ନୂଆ ମଙ୍ଗୁଆଳ ପାଇଲା ରାଜ୍ୟ ବିଜେପି,…

ଭୁବନେଶ୍ବର: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ସଭାପତି ହେବେ ସମୀର ମହାନ୍ତି। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ, ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ସମୀରଙ୍କୁ ଶୁଭେଚ୍ଛା…