Odisha Link
Bridging the Missing Links in Odisha
Daily Archives

January 23, 2020

ସମାଜ ଶତବାର୍ଷିକ ସାଂସ୍କୃତିକ ସମାରୋହ…

ଭୁବନେଶ୍ବର: ଆଜିଠାରୁ ୧୦୦ ବର୍ଷ ପୂର୍ବେ ପଣ୍ଡିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ’ସମାଜ’ ନାମରେ ଯେଉଁ ଚାରା ଲଗାଇ ଥିଲେ ଆଜି ତାହା ମହାଦ୍ରୁମରେ ପରିଣତ ହୋଇଛି। ଏକ ଶତାବ୍ଦୀ ଧରି ଏହା ସେବା, ସଂଗ୍ରାମ, ତ୍ୟାଗର ବାର୍ତ୍ତା ଦେଉଛି ଏହି ମହାନ୍ ଅନୁଷ୍ଠାନ। ଏକ ଅଗ୍ରଣୀ ଖବରକାଗଜ ଭାବେ ସମାଜ ଆମର ଭାଷା…

ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ…

ଭବାନୀପାଟଣା: ଗିରଫ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନାମ ନାଏକ। ଦୁର୍ନୀତି ମାମଲାରେ ଆଜି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଅନାମଙ୍କୁ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂତ୍ରରୁ ସୂଚନା…

କେବେ ଗରିଫ ହେବେ ଧର୍ମଶାଳା ପୋଲିସ୍‌…

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ଏବଂ ଘରୋଇ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଯିଏ ମହିଳାଙ୍କୁ ସୁରକ୍ଷା ଯୋଗାଇବା କଥା ସେହି ପୋଲିସ ଆଜି ଭକ୍ଷକ ସାଜିଛି। ରାଜ୍ୟର ପ୍ରାୟ ସମସ୍ତ ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ଥିବାର…

ମହିଳାମାନଙ୍କର ଭାଗୀଦାରିତା ଓଡ଼ିଶାର କୃଷି…

ଭୁବନେଶ୍ବର: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତା ଓଡ଼ିଶାର କୃଷି କ୍ଷେତ୍ରକୁ ଆଗକୁ ନେଇପାରିଛି। କୃଷି କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥି ସହିତ ଓଡ଼ିଶାର ବିକାଶ ପର୍ବରେ ମହିଳାମାନଙ୍କର ଯୋଗଦାନକୁ ସ୍ୱୀକୃତିପୂର୍ବକ ରାଜ୍ୟ ସରକାର ମହିଳା…

ସିଏଏ ସମ୍ପର୍କରେ ବିରୋଧୀ ଅବଗତ…

ଭୁବନେଶ୍ବର: ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର…

ଗ୍ୟାସ୍‌ ଭିତ୍ତିଭୂମିର ଦ୍ରୁତ…

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ଗ୍ୟାସ ଭିତିଭୂମିର ପ୍ରକଳ୍ପ ଏବଂ କାର୍ଯ୍ୟରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଓ ସମର୍ଥନ ଦିଅନ୍ତୁ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରାକୃତିକ ଗ୍ୟାସ ସମ୍ମିଳନୀ ୨୦୨୦ରେ ଯୋଗଦେଇ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାବ୍ୟତିତ…

ଠିକାଦାର ମାନଙ୍କ ବକେୟା ଟଙ୍କା ପ୍ରଦାନ…

ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତୀ ତଳେ ସଜେଇପିଏଲର ଠିକାଦାର ଲିପକ ଚୌଧୁରୀଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ଠିକାଦାର ଧାରଣା ପ୍ରଦର୍ଶନ କରିଥିଲେ। ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏସଜିଇପିଏଲ ଆଜିକାଲି କହି ବକେୟା ଟଙ୍କା ଦେଉନାହିଁ। ବରମୁଣ୍ଡାରୁ ନଖରା ଡ୍ରେନ…

ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ…

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ନାୟକ ଜଣେ ଦକ୍ଷ ରାଜନୈତିକ ଭାବେ…

ସାଧାରଣତନ୍ତ୍ର ଦିବସ: ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଯୋଡ଼ି ହେବ ନୂଆ ପରମ୍ପରା। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ତାଙ୍କ ସହ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଏବଂ ୩ ସେନାର ମୁଖ୍ୟ ମଧ୍ୟ ଯୋଗଦେବେ। ଅନ୍ୟପଟେ ଗଣତନ୍ତ୍ର ଦିବସ ଉପଲକ୍ଷେ…

ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର: ଆଜି ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ…