Odisha Link
Bridging the Missing Links in Odisha

୮ହଜାର ବୋତଲ କଫସିରପ ଜବତ

ନୂଆପଡ଼ା: ଗୋଟେ କିମ୍ବା ଦୁଇଟି ନୁହେଁ ଏକାବେଳେ ୮ ହଜାର ବୋତଲ କଫସିରଫ ଜବତ କରାଯାଇଛି। ଏନେଇ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ରାୟପୁର କୋମନା ଯାଉଥିବାବେଳେ ନୂଆପଡ଼ା ପୁଲିସ ଉକ୍ତ କଫସିରପକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଜବତ କଫସିରପର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ।

Comments are closed.