Odisha Link
Bridging the Missing Links in Odisha

ଚେଙ୍କ ଦେଲା ସାବତ ମା

ଗୁଣୁପୁର: ସାବତ ମା’ର ଅମାନବିକତା। ପ୍ୟାଣ୍ଟରେ ଛୁଆ ଝାଡ଼ା କରିବା ପରେ ଚେଙ୍କ ଦେଲା ସାବତ ମା। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍‌ ଉକୁମ୍ବା ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜ ସାବତ ପୁଅକୁ ଚେଙ୍କି ଦେଇଛନ୍ତି । ଏନେଇ ଶିଶୁ ସୁରକ୍ଷା ୟୁନିଟ୍ ଅନୁସନ୍ଧାନ କରିବା ସହ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଅଭିଯୁକ୍ତ ବାପା, ସାବତ ମାଆଙ୍କୁ ଥାନାକୁ ନେଇ ପଚରାଉଚରା କରିଛି।

Comments are closed.