‘ଭର୍ଚୁଆଲ୍ ପୁଲିସ୍…
ଭୁବନେଶ୍ବର : ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ। ଏଣିକି ଘରେ ବସି ଅନ୍ଲାଇନ୍ ମାଧ୍ୟମରେ ଏତଲା ଦାୟର କରି ହେବ। ଏଥିପାଇଁ ଆଉ ଥାନା ଦୌଡ଼ିବାକୁ ପଡ଼ିବ ନାହିଁ। ‘ଭର୍ଚୁଆଲ୍ ପୁଲିସ୍ ଷ୍ଟେସନ୍’ ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ମିଳିବପାରିବ। ରାସ୍ତା…