Odisha Link
Bridging the Missing Links in Odisha

ମହିଳାଙ୍କୁ ଦଳିଦେଲା ହାତୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡକୁଦର ଗାଁର ଘଟଣା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ହେଉଛନ୍ତି ବଡକୁଦର ଗାଁର କୁବେର ନାଏକଙ୍କ ପତ୍ନୀ ରମ୍ଭା ନାଏକ। ସେ ସକାଳୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।

Comments are closed.