Odisha Link
Bridging the Missing Links in Odisha
Browsing Tag

Woman Dead

ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖି…

କଟକ:ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ SCB ମେଡିକାଲ୍‌ରେ ମୃତ୍ୟୁ ହୋଇଛି। ମହିଳା ଜଣକ ଭଲରେ ଉଠିବସି ପାରୁନଥିଲେ କି ଚାଲି ମଧ୍ୟ ପାରୁନଥିଲେ। ତାଙ୍କୁ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ସୁବିଧା ମିଳିନଥିଲା ସେରିପାଇଁ ପତ୍ନୀଙ୍କୁ ଟ୍ରଲିରେ ଆଣି ଥିଲେ। ସମ୍ପୃକ୍ତ ମହିଳାଙ୍କ ଏସସିବିରେ…

ମହିଳାଙ୍କୁ ଦଳିଦେଲା ହାତୀ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡକୁଦର ଗାଁର ଘଟଣା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ହେଉଛନ୍ତି ବଡକୁଦର ଗାଁର କୁବେର ନାଏକଙ୍କ ପତ୍ନୀ ରମ୍ଭା ନାଏକ। ସେ ସକାଳୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।

ଛୁଞ୍ଚି ପାଇଁ ସଂକ୍ରମିତ ମହିଳାଙ୍କ…

କଟକ: ତ୍ରୁଟିପୂର୍ଣ୍ଣ ସାଲାଇନ ଛୁଞ୍ଚି ସଂଯୋଗ ଯୋଗୁଁ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଛି। ଏସସିବିରେ ୧୮ ଦିନର ଚିକିତ୍ସା ପରେ ବଡ଼ଚଣାର ସାବିତ୍ରୀ ସାହୁଙ୍କ ମୃତ୍ୟୁ ହୋଇଛି। ୟୁରୋଲଜି ବିଭାଗରେ ସାଲାଇନ ଦେବାରେ ତ୍ରୁଟିରୁ ଏହି ଅଘଟଣ ଘଟିଥିଲା। ଭୁଲ ଛୁଞ୍ଚି ସଂଯୋଗ ପାଇଁ ସଂକ୍ରମଣ ହୋଇ ହାତରେ ପୋକ…

ଉଦ୍ଧାର ହେଲା ନବବଧୂଙ୍କ ମୃତଦେହ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ନବବିବାହିତାଙ୍କ ମୃତ୍ୟୁ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ବ୍ଲକର ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିଆପଦର ଗ୍ରାମର ଜଣେ ନବବିବାହିତାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଉକ୍ତ ମହିଳାଙ୍କର ମୃତଦେହ ଉଦ୍ଧାର…

ମହିଳାଙ୍କୁ ଗଳାକାଟି ହତ୍ୟା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଲାଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଆଜି ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଗାଁର ଜଣେ ମହିଳା ବାସନ ମାଜୁଥିବାବେଳେ ପଛପଟୁ ଦୁର୍ବୃତ୍ତ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଆକ୍ରମଣ ପରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।…

ଯୌତୁକ ପାଇଁ ନବବଧୂ ହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡ଼ା ଗାଁରୁ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆସିଛି । ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ଶାଶୂଘର ଲୋକ ତଣ୍ଟି କାଟି ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ରୀତା ଦଳେଇ। ରୀତାଙ୍କୁ ତାଙ୍କ ଯାଆ, ନଣନ୍ଦ ଓ ଶାଶୂ ତଣ୍ଟି କାଟି ହତ୍ୟା…

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ…

ଉଦଳା : ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି । ଉଦଳା ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।…