Odisha Link
Bridging the Missing Links in Odisha

ନୂଆ ମାଇଲଖୁଣ୍ଟ ଛୁଇଁଲେ ରାହୁଲ୍‌

ୱେଲିଂଟନ୍‌: ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।। ରାହୁଲ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି। ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ରାହୁଲ୍ ୮ ରନ୍ କରିଥିବା ବେଳେ ଏହି କ୍ଲବରେ ସାମିଲ୍ ହୋଇଛନ୍ତି।

ତାଙ୍କ ବୂର୍ବରୁ ବିରାଟ୍ କୋହଲି, ରୋହିତ୍ ଶର୍ମା, ମହେନ୍ଦ୍ର ସିଂ ଧୋନି, ସୁରେଶ ରାଇନା ଏବଂ ଶିଖର ଧୱନଙ୍କ ପରେ ରାହୁଲ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର ଷଷ୍ଠ ସର୍ବାଧିକ ସ୍କୋରର ରହିଛନ୍ତି। ଏହାଛଡ଼ା ୨୭ ବର୍ଷୀୟ ରାହୁଲ ବିଶ୍ୱର ୯୪ତମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୪ହଜାର ରନ୍ ପୂରଣ କରିଛନ୍ତି।

Comments are closed.