ଚୂନପଥର ଖଣି ଧସି ଜଣେ ମୃତ By ଜିତେନ୍ଦ୍ର କୁମାର ଜେନା On Feb 6, 2020 ରାଉରକେଲା: ଚୂନପଥରର ଖଣିରୁ ମାଟି ଧସି ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ହାତୀବାରି ଘରୋଇ କମ୍ପାନୀର ଅବ୍ୟବହୃତ ଚୂନପଥର ଖଣିରେ ଏହି ଅଘଟଣ ଘଟିଛି। ଚୂନପଥର ସଂଗ୍ରହ କରିବାକୁ ଯାଇଥିବାବେଳେ ମାଟି ଧସିଯାଇଥିଲା। Deadbody Share