ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍ମର୍ମ

ଧର୍ମଗଡ଼: ଏହି ଥାନା ଅଞ୍ଚଳରେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ସବୁଠୁ ବଡ଼ କଥା ହେଲା ଯେ, ମହିଳାଙ୍କ ଛାଡ଼ପତ୍ର ମାମଲା ପରିଚାଳନା କରୁଥିବା ଓକିଲଙ୍କ ସହଯୋଗୀ ଏହି କାଣ୍ଡ ଭିଆଇଛି। ଛାଡ଼ପତ୍ର କ୍ଷତିପୂରଣ ଜନିତ ଲୋଭ ଦେଖାଇ ଏହି ଦୁଷ୍କର୍ମ କରାଯାଇଛି। ମହିଳାଙ୍କୁ ଦୁଇ ଦୁଇ ଥର ବାହାରକୁ ନେଇ ଦୁଷ୍କର୍ମ କରାଯାଇଥିବାବେଳେ ଥାନାରେ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାଯାଇଛି।
Comments are closed.