Odisha Link
Bridging the Missing Links in Odisha

ଓସ୍କାର ୨୦୨୦ : ପରାସାଇଟକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ମୁମ୍ବାଇ: ଆମେରିକାର ଲସ୍ ଏଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି ୯୨ତମ ଓସ୍କାର ପୁରସ୍କାର ପ୍ରଦାନ ସମାରୋହ। ପ୍ରଥମ ଥରପାଇଁ ବିଦେଶୀ ଭାଷାର ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପାରାସାଇଟ ପାଇଁ ବଙ୍ଗ ଜୁନ ହୋ’ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି। ଜାଣନ୍ତୁ, ଓସ୍କାର ସମାରୋହରେ କେଉଁମାନେ ପୁରସ୍କୃତ ହୋଇଛନ୍ତି।

ଶ୍ରେଷ୍ଠ ସିନେମା: ପାରାସାଇଟ୍
ଶ୍ରେଷ୍ଠ ନିର୍ଦେଶକ: ବଙ୍ଗ୍ ଜୁନ୍-ହୋ (ପାରାସାଇଟ୍ )
ଶ୍ରେଷ୍ଠ ଅଭିନେତା: ଜୋଆ କ୍ବିନ୍ ଫୋଏନିକ୍ସ୍(ଜୋକର୍)
ଶ୍ରେଷ୍ଠ ଅଭିନେତ୍ରୀ: ରିନିଜେଲ୍ ୱେମର୍ (ଜୁଡି)
ଶ୍ରେଷ୍ଠ ସହ ଅଭିନେତା: ବ୍ରାଡ ପିଟ୍‌ (ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍)
ଶ୍ରେଷ୍ଠ ସହ ଅଭିନେତ୍ରୀ: ଲରା ଡେର୍ଣ୍ଣ୍ ( ମ୍ୟାରେଜ୍ ଷ୍ଟୋରି)
ଶ୍ରେଷ୍ଠ ଆଧାରିତ ଚିତ୍ରନାଟ୍ୟ: (ଜୋଜୋ ରାବିଟ୍)
ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ: (ପାରାସାଇଟ୍ )
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି ସର୍ଟ: ଲର୍ଣ୍ଣିଂ ଟୁ ସ୍କେଟବୋର୍ଡ ଇନ୍ ଏ ୱାର୍ ଜୋନ୍ ଇଫ୍ ୟୁ ଆର୍ ଏ ଗାର୍ଲ
ଶ୍ରେଷ୍ଠ ବିଦେଶୀ ଭାଷାର ସିନେମା: ପାରାସାଇଟ୍ ( ଦକ୍ଷିଣ କୋରିଆ)
ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟ ଓ ସିନେମାଟୋଗ୍ରାଫି: ୧୯୧୭
ଶ୍ରେଷ୍ଠ ଫିଲ୍ମ ଏଡଟିଂ: ଫର୍ଡ ଭି ଫେରାରି
କଷ୍ଟ୍ୟୁମ୍‌ ଡିଜାଇନ୍‌ : ଲିଟିଲ୍ ଓମେନ୍
ଶ୍ରେଷ୍ଠ ଡକ୍ୟୁମେଣ୍ଟ୍ରି: ଆମେରିକାନ୍ ଫାକ୍ଟ୍ରି
ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ : ଟୟଷ୍ଟୋରି -୪
ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ : ହେୟାର୍ ଲଭ୍
ଶ୍ରେଷ୍ଠ ପ୍ରଡକସନ୍ ଡିଜାଇନ୍: ୱାନ୍‌ସ ଅପନ ଏ ଟାଇମ୍ ଇନ ହଲିଉଡ୍
ଶ୍ରେଷ୍ଠ ଲାଇଭ୍ ଆକସନ୍ ସର୍ଟ: ଦ ନେଇବରସ୍ ଉଇଣ୍ଡୋ

Comments are closed.