ଦିଲ୍ଳୀ ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହୋଇଛି। ୨୧ ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯାଉଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି।
ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ
ଆପ୍ :୫୩ଟି
ବିଜେପି :୧୬ଟି
କଂଗ୍ରେସ: ୧ଟି
ଆସନରେ ଆଗୁଆ ଥିବା ଜଣାପଡ଼ିଛି ।
Comments are closed.