Odisha Link
Bridging the Missing Links in Odisha
Daily Archives

February 11, 2020

ନିର୍ଭୟା ମାମଲା: ନୂଆ ଡେଥ୍‌ ଓ୍ଵାରେଣ୍ଟି…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୋଷୀଙ୍କ ଫାଶୀଦଣ୍ଡକୁ ସ୍ଥଗିତ ରଖି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ନେଇ କେନ୍ଦ୍ରର ଆବେଦନକୁ ଉପରେ ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ ‘ମୃତ୍ୟୁ ପରଓ୍ଵାନା’…

ଦିଲ୍ଲୀ ରାୟ: ପରାଜୟ ସ୍ୱୀକାର କଲା…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଆରମ୍ଭରୁ ହିଁ ଆପ୍‌ ଦଳ ସରକାର ଗଠନ କରିବ ବୋଲି ଏକ ପ୍ରକାରର ସ୍ପଷ୍ଯ ହୋଇ ଯାଇଥିଲା। କିନ୍ତିୁ ବିଜେପି ବିଜୟ ନେଇ ଦମ୍ଭୋକ୍ତି କରୁଥିଲା ଏବଂ ଅପରାହ୍ଣ ୪ଟା ଯାଏ କିଛି ଚମତ୍କାର ହେବ ଓ ଦଳ ବିଜୟୀ ହେବ ବୋଲି ଅପେକ୍ଷା କରିଥିଲା। ଶେଷରେ ବିଜେପି…

ଏବେ କାମ୍‌ କି ରାଜନୀତି: କେଜରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବହୁମତରେ ବିଜୟ ସ୍ପଷ୍ଟ ହେବା ପରେ ଦଳୀୟ କାର୍ଯ୍ୟାଳୟରୁ କର୍ମୀ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଜୟ ଅଭିଭ‌ାଷଣ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ୍। ଭାରତ ମାତା କି ଜୟ, ଇନ୍‌କିଲାବ୍ ଜିନ୍ଦାବାଦ୍, ବନ୍ଦେ ମାତରମ୍‌ ସ୍ଲୋଗାନରୁ ଭାଷଣ ଆରମ୍ଭ କରି କେଜ୍ରିୱାଲ୍‌…

ଦିଲ୍ଲୀରେ ତୃତୀୟ ଥର ସରକାର ଗଢିବ ଆମ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ସରକାର ଗଢିବ ଆମ ଆଦମୀ ପାର୍ଟି। ସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବା ନେଇ ସ୍ପଷ୍ଟ ହୋଇଛି। ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିବେ। ମୋଟ ୭୦ ଆସନ ମଧ୍ୟରୁ ଆପ୍‌ ଆବଶ୍ୟକତା ଠାରୁ…

୩-୦ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଓଁଗାନୁଇ: ନ୍ୟୁଜିଲାଣ୍ଡର ମାଉଣ୍ଟ ମୁଙ୍ଗାନୁରେ ଖେଳାଯାଇଥିବା ଏକ ଦିବସୀୟ ସିରିଜର ୩ୟ ତଥା ଚୂଡ଼ାନ୍ତ ମ୍ୟାଚ୍‌ରେ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତର ୨୯୭ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଯାଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ…

ଭାଲେଂଟାଇନ ଡେ’ ଦିନ ଶପଥ ନେଇପାରନ୍ତି…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ନେଇ ଚାଲିଛି ଭୋଟ ଗଣତି। ହେଲେ ପ୍ରାରମ୍ଭିକ ଟ୍ରେଣ୍ଡରୁ ଆମ ଆଦମୀ ପାର୍ଟି ପୁଣି ଥରେ ଦିଲ୍ଲୀରେ ସରକାର ଗଢିବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। କୁହାଯାଉଛି ଯେ, କେଜ୍ରିୱାଲଙ୍କ ଶପଥ ସମାରୋହ ଆସନ୍ତା ୧୪ ତାରିଖ ତଥା ଭାଲେଂଟାଇନ…

ବିଜୟ ଲାଭ କଲେ ମନୀଷ ସିଶୋଦିଆ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି(ଆପ୍‌) ନେତା ମନୀଷ ସିଶୋଦିଆ ପତପରଗଞ୍ଜ ଆସନରୁ ବିଜୟ ଲାଭ କରିଛନ୍ତି। ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀଙ୍କଠାରୁ ପଛରେ ରହିଥିବା ମନୀଷ ଶେଷରେ ବିଜୟ ଲାଭ କରିଛନ୍ତି । ୨ ହଜାରରୁ ଅଧିକ ଭୋଟରେ ମନୀଷ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରବିନ୍ଦର ସିଂହ ନେଗୀ ଠାରୁ ବିଜୟୀ…

ଆଜି ହିନ୍ଦୁସ୍ତାନ ଜିତିଛି : ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଜନସମର୍ଥନ ପାଇ ଆଗୁଆ ଥିବା ବେଳେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଓ ନିର୍ବାଚନକୁ ଭାରତ-ପାକିସ୍ତାନ ମ୍ୟାଚ ସହ ତୁଳନା କରିଥିବା ବିଜେପିକୁ…

ଆପ୍‌କୁ ଶୁଭେଚ୍ଛା ଜଣାଇ ପରାଜୟ ସ୍ୱୀକାର…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣିତି ଚାଲିଛି। ଭୋଟ ଗଣତି ଟ୍ରେଣ୍ଡରୁ ଆପ୍ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍‌ କରୁଛି ଏବଂ କଂଗ୍ରେସ ତାର ଖାତା ଖୋଲି ପାରି ନାହିଁ। ଟ୍ରେଣ୍ଡରୁ ସ୍ପଷ୍ଟ ଜଣାପଡୁଛି ଯେ ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର…

ଭିଡ଼ ପାଇଁ ପ୍ରାଣ ଗଲା!

ଭୁବନେଶ୍ବର: ୫ ବର୍ଷର ବାଳକ ଝଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ ଆସୁଥିଲା ରାସ୍ତା ଜାମ୍‌ ପାଇଁ ପ୍ରାଣ ଚାଲି ଗଲା। ଆମ୍ବଲାନ୍ସ ଭିଡ଼ରେ ଫସିବାରୁ ପ୍ରାଣ ହରାଇଲା ଶିଶୁ ପୁତ୍ର। ସୂଚନାଯୋଗ୍ୟ ଯେ, ଶିଶୁ ପୁତ୍ରକୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ପରିବାର ଲୋକ ଏସସିବି…