Odisha Link
Bridging the Missing Links in Odisha
Daily Archives

February 17, 2020

୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଭାରତରେ…

ଲୌସାନେ: ୨୦୨୧ ମସିହାରେ ଭାରତରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ଏନେଇ ଆଜି ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର…

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ…

ଭୁୁବନେଶ୍ୱର : ଆଜି ବିଧାନଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାରଙ୍କର ଅପାରଗତା ପ୍ରତିଫଳିତ ହୋଇଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୧୯-୨୦ ଆର୍ଥିକ ବର୍ଷରେ କମିଛି । ୨୦୧୮-୧୯ରେ ଅଭିବୃଦ୍ଧି ହାର ୭.୯୦ % ଥିଲା ବେଳେ ୨୦୧୯-୨୦ରେ ଅଭିବୃଦ୍ଧି ହାର କମି ୬.୧୬%…

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର :  ଭୁବନେଶ୍ୱରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଧିନସ୍ଥ ବ୍ରହ୍ମପୁରୀ ପାଟଶାଢୀ ବୟ[ କାର୍ଯ୍ୟ ଲିପ୍ତ ଦୁଇଜଣ ବୁଣାକାର ଯଥା: ଓ୍ୱାଇ ଭିମା ଏବଂ  ବି. ବାଲାରାଜୁଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନରେ ସମ୍ମାନୀତ କରାଗଲା । ଏହି ପାଟଶାଢୀ ଓ ଯୋଡବୁଣାରେ ଏହି ଦୁଇ ବୁଣାକର ଙ୍କ ପ୍ରାୟ ୨୫ ବର୍ଷରୁ…

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ,…

ପୁରୀ: ଦିନକୁ ଦିନ କଂଗ୍ରେସର ସ୍ଥିତି ଖରାପ ହେଉଛି। ସାଧାରଣ ନିର୍ବାଚନରେ ଶୋଚନୀୟ ପରାୟ ପରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହେଲା ପରି ଲାଗୁଛି। କିଛି ଦିନ ତଳେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବାଉନସରଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଥିଲା। ହେଲେ ଆଜି ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ…

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦ ଛାଡ଼ିଲେ…

କେପ୍ ଟାଉନ୍‌: ଦକ୍ଷିଣ ଆଫ୍ରିକା ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁପ୍ଲେସିସ୍‌ ଆଜି ଟେଷ୍ଟ ଓ ଟି-୨୦ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଡୁପ୍ଲେସିସଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ୧-୨ରେ ସିରିଜ୍ ହାରିଯାଇଥିଲା।…

ଦୁଷ୍କର୍ମୀଙ୍କୁ ୨୦ ବର୍ଷ ସଜା

ବାଲେଶ୍ବର: ସିମୁଳିଆ ଅଞ୍ଚଳରେ ୨୦୧୭ ଅଗଷ୍ଟ ୧୫ରେ ଅପହରଣ ଓ ଦୁଷ୍କର୍ମ ପାଇଁ ବୈଶାଙ୍ଗା ଥାନା ରଘୁପୁର ଗାଁର ଅଗଷ୍ଟ ସିଂହଙ୍କୁ ପୋକ୍ସୋ କୋର୍ଟ ଦଣ୍ଡିତ କରିଛି । କୋର୍ଟ ଦୁଷ୍କର୍ମୀ ୨୦ ବର୍ଷ ସଜା ସହିତ ୨୫ ହଜାର ଟଙ୍କା ଜରିମାନା ଜାରି । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା ଦେଲା…

ଫାଶିକୁ ନେଇ ଆଶାବାଦୀ : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ…

ଶାହୀନ ବାଗ ପ୍ରସଙ୍ଗରେ ମଧ୍ୟସ୍ଥି…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଷନ ଓ ଜଷ୍ଟିସ କେଏମ ଯୋଜେଫ କହିଛନ୍ତି, “ଆପଣମାନେ ଆନ୍ଦୋଳନ କରିପାରିବେ। ଏହା ଆପଣମାନଙ୍କର ଅଧିକାର। କିନ୍ତୁ ଆନ୍ଦୋଳନ ଆଳରେ ରାସ୍ତା ବନ୍ଦ…

ଦୋଷୀଙ୍କ ଆଇନଗତ ଦିଗ ବାକି ଅଛି: ଏପି…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧)ଙ୍କ ଫାଶି ପାଇଁ ଆଜି ଦିଲ୍ଲୀର ପାଟିଆଲା ହାଉସ୍‌ କୋର୍ଟ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ମାର୍ଚ୍ଚ ୩ ସକାଳ ୬ଟାରେ ଫାଶି ପାଇଁ…

ହାଇସ୍କୁଲରେ କେବେ ମିଳିବ ନିଯୁକ୍ତି ?

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଷ୍ଟେସନ୍‌ ଶତାଧିକ ବେକାରୀ ଯୁବକ ଓ ଯୁବତୀ ଏକତ୍ର ହୋଇଥିଲେ । ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ମାତ୍ର ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ବେକାରୀ ଯୁବକ ଓ ଯୁବତୀମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ…