ପୋଖରୀରେ ବୁଡ଼ି ମାଟ୍ରିକ ଛାତ୍ର ମୃତ By ଜିତେନ୍ଦ୍ର କୁମାର ଜେନା On Feb 22, 2020 ମୋହନା: ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ମାଟ୍ରିକ ଛାତ୍ରଙ୍କ ଶୋଚନୀୟ ମୃତୁ୍ୟ ହୋଇଛି। ଆଜି ଇଂରାଜୀ ପରୀକ୍ଷା ପୂର୍ବରୁ ଛାତ୍ର ଜଣକ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ। Metric Student Share