Odisha Link
Bridging the Missing Links in Odisha

କମ୍‌ ସଂଖ୍ୟା ଥିଲେ ବି ଲଢ଼ିବୁ : ବିଜେପି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ବିଜେପିର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବିରୋଧ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କର ମତ ପ୍ରକାଶ କରିଛନ୍ତି। ଶ୍ରୀ ନାୟକଙ୍କ କହିବା ଅନୁଯାୟୀ, ସଂଖ୍ୟା କମ୍‌ ଥିଲେ ବି ବିଜେପି ନିର୍ବାଚନ ଲଢ଼ିବୁ ଓ ପ୍ରାର୍ଥା ଦେବୁ। ଏ ନେଇ ନିଷ୍ପତ୍ତି ନେବେ ଦଳର ଶୀର୍ଷ ନେତୃତ୍ବ ।

Comments are closed.