Odisha Link
Bridging the Missing Links in Odisha
Daily Archives

February 28, 2020

ଆଜି ପୁଣି କଟକରେ ଉଚ୍ଛେଦ ଆରମ୍ଭ

କଟକ : କଟକ ଜିଲ୍ଲାରେ କେତେକ ସ୍ଥାନରେ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି। ସିଟି ହସ୍ପିଟାଲ ସମ୍ମୁଖରେ ଥିବା ଦୋକାନ ବଜାର ସବୁକୁ ଉଚ୍ଛେଦ କରିବା ଜାରି ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ମାଟ୍ରିକ୍ ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି କେ.ସି. ହାଇସ୍କୁଲରେ ଅଗ୍ନିକାଣ୍ଡ ଘଟିଛି। ମାଟ୍ରିକ୍ ପରୀକ୍ଷା ପାଇଁ ଏହି ସ୍କୁଲରେ ନୋଡାଲ ସେଣ୍ଟର ଅର୍ଥାତ୍ ପ୍ରଶ୍ନପତ୍ର ରଖାଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। ବିଶେଷ କରି ପ୍ରଶ୍ନପତ୍ର ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ଚାରିପାଖେ ନିଆଁ ଲାଗି ଯାଇଥିବାରୁ…

ଭୁବନେଶ୍ୱରରେ ପହଁଞ୍ଚିଲେ ଅମିତ ଶାହ

ଭୁବନେଶ୍ବର: ଭୁବନେଶ୍ବରରେ ପହଁଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସେ ସକାଳ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି।। ଏହାପରେ ସେ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକସେବାରେ ପୂର୍ବାଞ୍ଚଳ ଜୋନାଲ୍‌ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ଓଡ଼ିଶା…

ଚନ୍ଦ୍ରବାବୁ ନାଇଡୁଙ୍କୁ ଅଣ୍ଡା, ଚପଲ…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍‌ଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସ୍‌ଆର କଂଗ୍ରେସ ପାର୍ଟିର କିଛି କର୍ମୀ ବିରୋଧ କରିବା ସମୟରେ ଏପରି କରିଥିବା…

ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୩ ଅଟକ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା କଲେଜର ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ୩ ଜଣଙ୍କୁ ତୁରୁମୁଙ୍ଗା ପୋଲିସ ଅଟକ ରଖିଛି। ଏହାସହ ଅପହରଣ ପାଇଁ ବ୍ୟବ୍ୟହୃତ ହୋଇଥିବା ଏକ କାରକୁ ମଧ୍ୟ ପୋଲିସ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ତୁରୁମୁଙ୍ଗା କଲେଜର ଜଣେ ଛାତ୍ରୀ ନିଜ ସାଇକେଲ…

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନୂଆପଡା: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ୩୫୩ ଜାତୀୟ ରାଜପଥ ଧରମପୁର ଛକ ପାଖରେ ପଡିଛି ମୃତଦେହ। ମୃତକ କୋମନା ଥାନା ଦାନୋଝଲା ଗାଁର ଜୟନ୍ତ ନାଗ। ମିଳିଥିବା ସୂଚନା ଅନୁସାରେ, ଗତକାଲି ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଧରମପୁର ଗାଁକୁ ଆସିଥିଲେ ଦାନୋଝଲା ଗାଁର ଜୟନ୍ତ ନାଗ। ତେବେ…

ଆଜି ଭୁବନେଶ୍ୱର ଆସୁଛନ୍ତି ଅମିତ ଶାହ

ଭୁବନେଶ୍ବର: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ଆଜି ସେ ସକାଳ ୧୦ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ଟା ୪୦ରୁ ଅପରାହ୍ମ ୨ଟା ଯାଏ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୨ଟା ୩୦ରୁ ଅପରାହ୍ଣ…