Odisha Link
Bridging the Missing Links in Odisha

ବସ୍‌ ଓଲଟି ଜଣେ ମୃତ, ୧୮ ଗୁରୁତର

ରାଉରକେଲା: ରାଉରକେଲା ଯାତ୍ରୀବାହୀ ବସ୍‌ ଓଲଟି ଜଣେ ମୃତ, ୭ ଆହତ ହୋଇଛନ୍ତି। ରାଉରକେଲାରୁ ବିରମିତ୍ରପୁର ଅଭିମୁଖେ ରାହୁଲ ରୋହନ ନାମକ ବସ୍‌ ଯାଉଥିଲା। ଯିବା ବାଟରେ ଠିକ୍ କୁମଝରିଆ ନିକଟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ  ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଲରେ ସ୍ଥାନୀୟ ଲୋକେ ଏକାଠି ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comments are closed.