Odisha Link
Bridging the Missing Links in Odisha
Daily Archives

March 3, 2020

ସ୍କୁଲ ଅଧ୍ୟକ୍ଷ ୯ମ ଶ୍ରେଣୀ ଛାତ୍ରୀଙ୍କୁ…

ଚାନ୍ଦବାଲି: ଏକଦା ଓଡ଼ିଆ ଆଲବମ ଜଗତରେ 'ନବମ ଶ୍ରେଣୀ ଝିଅଟା ଛାତିକୁ ମୋର ହଟ କରୁଛି' ଗୀତଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଯେଉଁ ଗୀତଟି ଏବେବି ଗୀତ ପ୍ରେମୀଙ୍କ ମନରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏହି ଗୀତ ବିଷୟରେ କାହିଁ କହୁଛୁ। ତେବେ ଜାଣନ୍ତୁ କଣ ପାଇଁ ଏଭଳି କହିଲୁ। କାରଣ ଜଣେ…

୨୦୨୪ ସୁଦ୍ଧା କଳିଙ୍ଗ ନଗରରେ ବାୟୁ…

କଳିଙ୍ଗନଗର: ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, କଳିଙ୍ଗନଗରରୁ ଭାଗନେଇଥିବା ୬ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୫ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ…

ମାର୍ଚ୍ଚ ୨୦ରେ ଉପନିର୍ବାଚନ କରାଯାଉ:…

ଭୁବନେଶ୍ବର: କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳ ଚାପରେ ପୁଣି ଥରେ ଘୁଂଚାଇଛନ୍ତି। ପୂର୍ବରୁ ଏହି ଉପନିର୍ବାଚନ ମାର୍ଚ୍ଚ ୫ ତାରିଖରେ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରେ ଏହି ତାରିଖକୁ…

ପ୍ରକାଶ ପାଇଲା ଆଇସିସି ଟେଷ୍ଟ…

ଦୁବାଇ: ଆଜି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌ ପ୍ରକାଶ କରିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତୀୟ ଟିମ୍ ପ୍ରଥମଥର ଲାଗି କୌଣସି ସିରିଜରେ ପରାସ୍ତ ହୋଇ ସୁଦ୍ଧା ନୂଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ୦-୨ରେ ହାରିବା ସତ୍ତ୍ୱେ…

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ,…

କୋଲକାତା: ୧୩ ବର୍ଷପରେ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ ଟିମ୍‌। ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ରଣଜୀ ଟ୍ରଫି ସେମିଫାଇନାଲର ଚତୁର୍ଥ ଦିବସରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ବେଙ୍ଗଲ ଦ୍ୱାରା…

ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ…

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିରରେ ଆକ୍ରମଣ। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା କରିଥିଲେ।…

ଖିମଜୀ ଜୁଏଲର୍ସକୁ ଟାଇମ୍ସ ବିଜନେସ…

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଜୁଏଲାରୀ ଚେନ୍‌ ଖିମଜୀ ଜୁଏଲର୍ସ ଟାଇମ୍ସ ବିଜନେସ ପୁରସ୍କାର ୨୦୨୦(ପୂର୍ବ) ହାସଲ କରିଛି । ସବୁଠାରୁ ଭରସାଯୋଗ୍ୟ ଜୁଏଲର୍ସ,ଶ୍ରେଷ୍ଠ ଜୁଏଲର୍ସ (ସୁନା ଓ ହୀରା), ଶ୍ରେଷ୍ଠ ଜୁଏଲର୍ସ (ରୁପା ଓ ଫେସନ ଜୁଏଲର୍ସ) ଆଦି ବର୍ଗରେ କମ୍ପାନି ଏହି ପୁରସ୍କାର ଜିତିଛି ।…

ଜ୍ୟାକଲିନଙ୍କ ସହ ନଜର ଆସିବେ ଅସୀମ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅନେକ ସିନେମାରେ କାମ କରି ସାରିଛନ୍ତି । ସିନେମା ବ୍ୟତିତ ଆଲବମରେ ମଧ୍ୟ କାମ କରିସାରିଛନ୍ତି । ସେଗୁଡିକ ହେଲା ‘ଚୁମ୍ମେ କି ରାତ’, ‘ଚିଟିଆନ କାଲାୟାନ’ ଏବଂ ‘ଏକ ଦୋ ତିନ’ ଭଳି ଅନେକ ହିଟ୍ ଟ୍ରାକରେ ଅଂଶ ହୋଇଛନ୍ତି । ତାଙ୍କୁ ଶେଷଥର ପାଇଁ…

ଯୁବ ଆପ୍‌ ନେତା ଚେୟାରରୁ କାଢ଼ିଦେଲେ…

ନୂଆଦିଲ୍ଲୀ: ପ୍ରାୟ ଅଧିକାଂଶ ସରକାରୀ ଅଫିସ ହେଉ ବା ବେସରକାରୀ ଅଫିସରେ ଟାୱେଲ ପଡ଼ିଥିବା ଚେୟାରରେ ବସିଥାଆନ୍ତି ବଡ଼ ବାବୁ ମାନେ। ଯାହାକି ଏକ ଭିଆଇପି ସଂସ୍କୃତିକୁ ଦର୍ଶାଇଥାଏ। ହେଲେ ଏଭଳି ସଂସ୍କୃତିକୁ ନାପସନ୍ଦ କରିଛନ୍ତି ଆପ ଦଳର ଯୁବ ବିଧାୟକ ରାଘବ ଚଢ଼ା। ଭିଆଇପି ସଂସ୍କୃତିକୁ ଶେଷ କରିବା ପାଇଁ…

ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ୧ମ…

ସିଡନୀ: ୨୦୨୦ ଆଇସିସି ମହିଳା ଟି-୨୦ର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଭାରତ ସମେତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମି ଫାନାଲକୁ ଉତୀନ୍ନ ହୋଇଛନ୍ତି। ଲିଗ୍ ପର୍ଯ୍ୟାରେ ସବୁଯାକ ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ଭେଟିବ। ସେହିପରି ଦ୍ୱିତୀୟ…