Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସା: ନିଲମ୍ବିତ ଆପ୍‌ ନେତା ତାହିର ହୁସେନଙ୍କୁ ଗିରଫ କଲା କ୍ରାଇମବାଞ୍ଚ

ନୂଆଦିଲ୍ଲୀ: ଆଜି କୋର୍ଟରେ ଆତ୍ମସର୍ପଣ କଲେ ନିଲମ୍ବିତ ଆପ୍‌ ନେତା ତାହିର ହୁସେନ। ଦିଲ୍ଲୀ ହିଂସା ସମୟରେ ଆଇବି କନେଷ୍ଟବଳ ମୃତ୍ୟୁ ଓ ହିଂସାକୁ ପ୍ରଶୟ ଦେଇଥିବା ଆରୋପରେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଲମ୍ବିତ ଆପ୍‌ ନେତା ତାହିର ହୁସେନ।

ସେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିବା ବେଳେ କୋର୍ଟ ପରିସରରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦିଲ୍ଲୀ ହିଂସାକାଣ୍ଡ ସମୟରେ ମୃତ୍ୟୁବରଣ କରିଥିବା ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ତାହିର ହୁସେନ।

Comments are closed.