Odisha Link
Bridging the Missing Links in Odisha
Browsing Tag

COURT

ଓଡିଏ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ…

ଓଏଲ୍‌ ବ୍ୟୁରୋ : ପ୍ରସିଦ୍ଧ ନୃତ୍ୟଶିଳ୍ପୀ କୁମକୁମ ମହାନ୍ତି ଘର ନିର୍ମାଣ କାର୍ଯ୍ୟକୁ ନେଇ ଓଡିଏ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିଥିବା ଖବର ସାମ୍ନାକୁ ଆସିଛି। ତଥ୍ୟ ପ୍ରମାଣ ଆଧାରରେ କୋର୍ଟ କୁମକୁମଙ୍କୁ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ…

୧୫ରୁ ସ୍ବାଭାବିକ ହେବ ସବୁ କୋର୍ଟ

କଟକ: କରୋନା ମହାମାରୀ କାରଣରୁ ପ୍ରାୟ ୧୧ ମାସ ପରେ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ୍‌ ସ୍ୱାଭାବିକ ହେବାକୁ ଯାଉଛି। ଆସନ୍ତା ୧୫ତାରିଖରୁ ସବୁ ଅଦାଲତରେ ସିଧାସଳଖ ଶୁଣାଣି ଆରମ୍ଭ ହେବ। ସବୁ ନିମ୍ନଅଦାଲତ ଓ ଟ୍ରିବୁନାଲ୍‌ରେ କିପରି କୋଭିଡ୍‌ର ସମସ୍ତ ଗାଡଇ୍‌ଲାଇନ୍‌କୁ ମାନି ମାମଲାର…

୧୫ରୁ ସ୍ବାଭାବିକ ଭାବେ ଚାଲିବ ରାଜ୍ୟର…

କଟକ: ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣା କୋହଳ କରୁଛନ୍ତି। ଏହାକୁ ନଜରରେ ରଖି ହାଇକୋର୍ଟ ମଧ୍ୟ କିଛି କଟକଣା କୋହଳ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ହେବ ରାଜ୍ୟ ସମସ୍ତ ଅଦାଲତ ଫେବୃଆରୀ ୧୫ ତାରିଖରୁ ସ୍ବାଭାବିକ ଭାବେ ଚାଲିବ।…

ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ : ଡି-ବ୍ରଦର୍ସ ପୁଣି ଥରେ କୋର୍ଟରେ ହାଜର ହୋଇଛନ୍ତି। ଦୁଇ ଭାଇଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଛନ୍ତି କମିଶନରେଟ୍ ପୁଲିସ । ଧଳ ସାମନ୍ତ ସହଯୋଗୀକୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ ବନ୍ଧୁକ ରଖିବା ଘଟଣାରେ ଉଭୟ ଭ୍ରାତାକ ନାଁରେ ମାମଲା ରୁଜୁ ହୋଇଥିଲା। ପୁଲିସ…

ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ରାଉରକେଲା: ଆଜି ରାଉରକେଲାରେ ଏକ ପୁତ୍ର ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୀପକ କୁମାର ହତ୍ୟାକାରୀ ବାପା ହୁଣ୍ଡା ଓରାମକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ‌ଜରିମାନା ଅନାଦେୟ ଗୋଟିଏ ବର୍ଷ ଅଧିକ ଜେଲ ଦଣ୍ଡ…

ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ବାଣିଜ୍ୟିକ…

ଭୁବନେଶ୍ୱର: ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ। ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି। ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତାର ପ୍ରୟୋଗ କରାଯାଇଛି। ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ…

ଘରେ ସମସ୍ୟାର ସମାଧାନ ନ ହେବାରୁ କୋର୍ଟର…

ଭୁବନେଶ୍ବର: ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବଙ୍କ ପରିବାରିକ କଳହ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି। ଏହାର ଉତ୍ତରରେ ଅନୁଭବ କହିଛନ୍ତି ଯେ, ଜଣେ…

ଦିଲ୍ଲୀ ହିଂସା: ନିଲମ୍ବିତ ଆପ୍‌ ନେତା…

ନୂଆଦିଲ୍ଲୀ: ଆଜି କୋର୍ଟରେ ଆତ୍ମସର୍ପଣ କଲେ ନିଲମ୍ବିତ ଆପ୍‌ ନେତା ତାହିର ହୁସେନ। ଦିଲ୍ଲୀ ହିଂସା ସମୟରେ ଆଇବି କନେଷ୍ଟବଳ ମୃତ୍ୟୁ ଓ ହିଂସାକୁ ପ୍ରଶୟ ଦେଇଥିବା ଆରୋପରେ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଲମ୍ବିତ ଆପ୍‌ ନେତା ତାହିର ହୁସେନ। ସେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଆତ୍ମସମର୍ପଣ…

କୋର୍ଟରେ ହାଜିର ହେଲେ ଅନୁପ ସାଏ

ରାୟଗଡ: ଡବଲ ମର୍ଡର ମାମଲାରେ ରାୟଗଡ କୋର୍ଟରେ ହାଜର ହେଲେ ଅନୁପ ସାଏ। ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସହ ରାୟଗଡ କୋର୍ଟରେ ଅନୁପ ସାଏଙ୍କ ହାଜର କଲା ପୋଲିସ। ରିମାଣ୍ଡ ଆବେଦନ ଉପରେ ଶୁଣାଣି ପାଇଁ ଦୁହିଁଙ୍କୁ ହାଜର କରାଯାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ…

ପଦୋନ୍ନତି ଅଦାଲତ ପାଇଁ ସାଧାରଣ ପ୍ରଶାସନ…

ଭୁବନେଶ୍ୱର : ପଦୋନ୍ନତି ଅଦାଲତ୍‌ ପାଇଁ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବ୍ୟାପକ ପ୍ରାକ୍‌ ପ୍ରସ୍ତୁତି କରାଯାଇଛି । ଏଥି ପାଇଁ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍‌ଡାଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ବିଭାଗୀୟ ଅଧିକାରୀମାନଙ୍କର ବୈଠକ ବସିଥିଲା । ବୈଠକ ପରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ…