Odisha Link
Bridging the Missing Links in Odisha

ବିଜୁ ବାବୁଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଟ୍ବିଟ୍‌ କରି ମେନପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ତାଙ୍କ ଟ୍ବିଟ୍‌ ପେଜ୍‌ରେ ୧୯୪୫ର ଏକ ପ୍ରଶସ୍ତିପତ୍ରକୁ ଅପ୍‌ଲୋଡ୍ କରିବା ସହ ଲେଖିଛନ୍ତି ଯେ, ସାହସିକତା ଦେଖାଇ ରାମ ମନୋହର ଲୋହିଆଙ୍କୁ ବିମାନରେ ଉଦ୍ଧାର କରିଥିଲେ ବିଜୁ ବାବୁ। ବିଜୁ ବାବୁ ଭାରତର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ। ଓଡିଶାର ବିକାଶ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

Comments are closed.