Odisha Link
Bridging the Missing Links in Odisha

କଟକରେ ଏସଆଇଟି ବୈଠକ ଆରମ୍ଭ

କଟକ: କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଆରମ୍ଭ ହୋଇଛି। ଏସଆଇଟି ଉପାଧ୍ୟକ୍ଷ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବୈଠକରେ ବିଭିନ୍ନ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଇଡି, ସିବିଆଇ, ଭିଜିଲାନ୍ସ ଓ ଅର୍ଥମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବୈଠକରେ ଇସିଆଇ ନିଦେ୍ର୍ଧଶକ ବିକ୍ରମ ବାତ୍ରା ମଧ୍ୟ ଉପସ୍ଥିତ ଅଛନ୍ତି।

Comments are closed.