‘କରୋନା’କୁ ବିଶ୍ବ ମହାମାରୀ ଘୋଷଣା
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ୍ ସାରା ବିଶ୍ବ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବିଶ୍ବବ୍ୟାପୀ ଯେଉଁଭଳି ଭାବେ କରୋନାରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ) କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିଛି।…