Odisha Link
Bridging the Missing Links in Odisha
Daily Archives

March 13, 2020

ହାତ ଧୋଇଲେ ନବୀନ

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି କରୋନା ଭାଇରସ୍‌ ଚିନ୍ତା। କରୋନା ଆତଙ୍କକୁ ନଜରରେ ରଖି ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅପରପକ୍ଷେ କରୋନା ଭାଇରସର ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

କରୋନା ପାଇଁ ଇରାନ ଖୋଳିଛି ବିଶାଳ କବର

ତେହେରାନ: ସମଗ୍ର ବିଶ୍ୱରେ କରୋନା ମହାମାରୀ ରୂପ ଧାରଣ କରିଥିବାବେଳେ ଇରାନରେ ୧୦ ହଜାରରୁ ଅଧିକ ଲୋକ ଏହି ଭୁତାଣୁ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇରାନର ସ୍ଥିତି ଜଟିଳ ରହିଛି। ବିଶ୍ୱର ପ୍ରମୁଖ ଗଣମାଧ୍ୟମମାନଙ୍କ ରିପୋର୍ଟରୁ ଜଣାପଡିଛି ଯେ,…

ଇରାନରେ ଫସି ରହିଛନ୍ତି ୮୫୦ ଭାରତୀୟ

ଇରାନ: କରୋନା ପାଇଁ ସମଗ୍ର ବିଶ୍ୱ ଏବେ ଆତଙ୍କିତ। ଚୀନ ପରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଇଟାଲି ଓ ଇରାନ। ଇରାନରେ ଏବେ ପ୍ରାୟ ୧୦ ହଜାର ଲୋକ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି। ଏଥିସହ ଇରାନକୁ ତୀର୍ଥଯାତ୍ରାରେ ଯାଇଥିବା ପ୍ରାୟ ୮୫୦ ଭାରତୀୟ ସେଠାରେ…

ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ଭିଡିଓ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ନିଜ ଶାଶୁ ମା'ଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଲାଟେଷ୍ଟ ଭିଡିଓକୁ ସମୀରା ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । https://www.instagram.com/p/B9jHMDMHwl9/…

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର…

ବାଲେଶ୍ୱର: ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର (ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ବାଲେଶ୍ୱର ଅଧିବାସୀଙ୍କ ହାରାହାରି ପରମାୟୁରେ ତିନି ବର୍ଷ ବୃଦ୍ଧି…

ବିଦ୍ୟୁତ୍‌ କାଟ୍‌କୁ ନେଇ…

ଉଦଳା : ବିଦ୍ୟୁତ୍‌ କାଟ୍‌କୁ ନେଇ ଉପଭୋକ୍ତା ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ବକେୟା ବିଲ୍ ଦେଇନଥିବାରୁ ମୟୂରଭଞ୍ଜ ଉଦଳା କୁଟଲିଂ ଗାଁର କିଛି ଲୋକ ଓ ବିଦ୍ୟୁତ୍‌ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ନେସ୍କୋ କର୍ମଚାରୀ କୁଟଲିଂ ଗାଁକୁ ଯାଇ ୩୦ରୁ…

ନଜରବନ୍ଦୀରୁ ମୁକ୍ତ ହେବେ ଫାରୁକ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ନଜରବନ୍ଦୀ ଅବଧି ଶେଷ ହୋଇଛି। ଆଜି ରାଜ୍ୟ ସରକାର ଏହି ନଜର ବନ୍ଦୀ ଅବଧି ଶେଷ କରିବାକୁ ଆଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଗଷ୍ଟ ୫ରେ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ…

କରୋନା ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ। ପ୍ରଥମ ପଦକ୍ଷେପସ୍ବରୂପ ଭୁବନେଶ୍ବରର ମହାତ୍ମା ଗାନ୍ଧୀ ମାର୍ଗରେ ଚାଲିଥିବା ଧାରଣାକୁ ବନ୍ଦ କରିଛି କମିସନରେଟ ପୁଲିସ। ଏଥିସହିତ ଆଗରୁ ସଭାସମିତି ପାଇଁ ଦିଆ ଯାଇଥିବା ସମସ୍ତ ଅନୁମତିକୁ ବି…

ଏପ୍ରିଲ ୧୫ ଯାଏଁ ଘୁଞ୍ଚିଲା ଆଇପିଏଲ

ମୁମ୍ବାଇ: ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖାଦେଇଛି। କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା ପରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛି ଭାରତ। କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଇପିଏଲ ରଦ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଆସନ୍ତା ଏପ୍ରିଲ ୧୫ ଯାଏଁ…

ଆୟୁଷ୍ମାନଙ୍କ ପଥରେ ଚାଲୁଛନ୍ତି ଉର୍ବଶୀ

ମୁମ୍ବାଇ : ବଲିଉଡ ସୁନ୍ଦରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜ କିମ୍ବା ହଟ୍‌ ଡ୍ୟାନ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଛନ୍ତି । ତାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ସିନେମା 'ଭର୍ଜିନ ଭାନୁପ୍ରିୟା' ରିଲିଜ୍‌ ଅପେକ୍ଷାରେ ରହିଛି।…