Odisha Link
Bridging the Missing Links in Odisha
Daily Archives

March 15, 2020

କରୋନା: ୪ ଆଇଏଏସଙ୍କୁ ସ୍ୱତନ୍ତ୍ର…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି କରୋନା ଭୂତାଣୁ ଚିନ୍ତା। କରୋନା ଭୂତାଣୁକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ଓଡ଼ିଶା ସରକାର ଆଜି ୪ ଜଣ ଯୁବ ଆଇଏଏସଙ୍କୁ ସ୍ୱତନ୍ତ୍ର ଅଫିସର ଭାବେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୧୭ ମସିହା ବ୍ୟାଚର ଏହି ଅଫିସରମାନେ ନିଜର ଦାୟିତ୍ୱ ସହ ସ୍ୱାସ୍ଥ୍ୟ ଓ ପରିବାର…

ଗୃହବନ୍ଦୀରୁ ମୁକ୍ତ ହେଲେ ଫାରୁକ, କହିଲେ…

ଶ୍ରୀନଗର: ଦୀର୍ଘ ୭ ମାସ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ୭ ମାସ ହେବ ସେ ଗୃହବନ୍ଦୀ ହୋଇ ରହିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜମ୍ମୁ କଶ୍ମୀର ପ୍ରଶାସନ ତାଙ୍କ ଉପରୁ ଗୃହବନ୍ଦୀ ଆଦେଶ ପ୍ରତ୍ୟାହାର କରିଥିଲା। ଫଳରେ ସେ ଆଜି ଗଣମାଧ୍ୟମକୁ…

କରୋନା ମୁକାବିଲା ପାଇଁ ଏକାଠି ହେଲେ…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଉଦ୍‌ବୋଧନ ଦେଇଛନ୍ତି ମୋଦି। ଦକ୍ଷିଣ ପୂର୍ବ ଏସିଆରେ କରୋନା ଭୂତାଣୁର ଭୟାବହତାରେ ଲଗାମ ଲଗାଇବା ପାଇଁ ଏବଂ ଏହାର ମୁକାବିଲା ପାଇଁ ଆଜି ଏହି ବୈଠକ…

କରୋନା: ସଚେତନତା ବାର୍ତ୍ତା ଦେଲେ…

ଭୁବନେଶ୍ବର: ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ ଭାରତର ୧୦୮ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କରୋନାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କୁ ସଚେତନତା କରିବାକୁ ଚେଷ୍ଟା କରୁଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ…

ମୁଖା ପିନ୍ଧି ପୂଜା କରିବେ ସେବାୟତ,…

ପୁରୀ: ସାରା ବିଶ୍ବକୁ କରୋନା ଭାଇରସ୍‌ ଆତଙ୍କ ଚିନ୍ତ। ଏଥିପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଏହି ଭାଇରସର ମୁକାବିଲା କରିବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଅପରପକ୍ଷେ ଆଜି ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ମୁକାବିଲା ସମୀକ୍ଷା କରାଯାଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି…