Odisha Link
Bridging the Missing Links in Odisha
Daily Archives

March 25, 2020

ଉଦାହରଣ: ବାପାଙ୍କ ମୃତ୍ୟୁ ସତ୍ତ୍ବେ…

ଭୁବନେଶ୍ବର: ସାରା ଦେଶ କରୋନା ଭୂତାଣୁ ସହ ଜୁଝୁଥିବା ବେଳେ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ରାଜ୍ୟରେ କରୋନା ପାଇଁ ସାରା ପ୍ରଶାସନ ଲାଗି ପଡ଼ିଥିବା ବେଳେ ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ବାର୍ଥ ଭୁଲି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ…

କରୋନା: ଓଡ଼ିଆ ପଖାଳ ପରସିଥିବା ଫ୍ଲଏଡ୍‌…

ଭୁବନେଶ୍ବର: ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍‌ କାର୍ଡଜ୍। ବୃତ୍ତିରେ ସେଫ୍‌ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍‌ ନ୍ୟୁୟର୍କରେ ରହନ୍ତି ଓ ସେଠାରେ…

ଡାକ୍ତରଙ୍କୁ ୪ ମାସର ଆଗୁଆ ଦରମା

ଭୁବନେଶ୍ୱର: ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର…

କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ…

ଫେରୁଛନ୍ତି ଦାଦନ ଶ୍ରମିକ, ଭୟରେ…

ନୂଆପଡ଼ା: କରୋନା ଭାଇରସ୍‌ ଆତଙ୍କ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖିଥିବା ବେଳେ ଓଡ଼ିଶାରେ ଦେଖବାକୁ ମିଳିଛି ବିପରୀତ ବିସ୍ଥାପନ। କାମଧନ୍ଦା ଛାଡ଼ି ଗାଁରୁ ସହର ଓ ରାଜ୍ୟ ବାହାରକୁ ଯାଇଥିବା ହଜାର ହଜାର ଦାଦନ ଶ୍ରମିକ ଏବେ ନୂଆପଡ଼ା ଜିଲ୍ଲାରେ ନିଜ ଗାଁକୁ ଫେରିଛନ୍ତି। ଏଭଳି କ୍ଷେତ୍ରରେ ଗ୍ରାମଗୁଡ଼ିକରେ ସବୁ…

ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର…

ପ୍ରିନ୍ସ ଚାର୍ଲ୍ସଙ୍କୁ କରୋନା

ସ୍କଟ୍‌ଲାଣ୍ଡ: ବ୍ରିଟେନ୍‌ ରାଜପୁତ୍ର ଚାର୍ଲ୍‌ସଙ୍କୁ କରୋନା ଆକ୍ରାନ୍ତ କରିଛି। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା। ତାଙ୍କଠାରେ କୋଭିଡ୍-୧୯ ଭୂତାଣୁ ମିଳିଥିବା ଜଣାପଡ଼ିଛି। ଚାର୍ଲ୍‌ସ କାହା ସହ ମିଶୁ ନ ଥିବା ବେଳେ କିଭଳି ତାଙ୍କ ଶରୀରକୁ ଭୂତାଣୁ ଆସିଲା ତାହା ଏବେ…

କରୋନା ମୁକାବିଲା: ୩ମାସର ଦରମା ଦେଲେ…

ଭୁବନେଶ୍ବର: ସାରା ବିଶ୍ବ ଏବେ କରୋନା ମହାମାରୀକୁ ନେଇ ଚିନ୍ତାରେ। ମହାମାରୀ କରୋନା ଦିନକୁ ଦିନ ଭାରତରେ କାୟା ମେଲାଉଛି। ଆଜି ଭାରତରେ କରୋନାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ରାଜ୍ୟ ସରକାରଙ୍କ…

କରୋନା: ପାକିସ୍ତାନରେ ୧୦୦୦ ଡେଇଁଲା,…

କରାଚୀ: ପାକିସ୍ତାନରେ ବେଳକୁ ବେଳ ଉଗ୍ର ହେଉଛି କରୋନା ଭୂତାଣୁ। ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୭ରେ ପହଞ୍ଚିଛି। ଏଯାଏଁ ୭ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି ଚୀନ। ନିକଟରେ କରୋନା ବିପର୍ଯ୍ୟୟରୁ ମୁକୁଳିଥିବା ଚୀନ ପାକିସ୍ତାନକୁ ଚିକିତ୍ସା ଉପକରଣ ପଠାଇଛି। କରୋନା…

ଲକଡାଉନ: ସେୟାର ବଜାରରେ ବୃଦ୍ଧି,…

ମୁମ୍ବାଇ: ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ…