Odisha Link
Bridging the Missing Links in Odisha
Daily Archives

March 25, 2020

ମଧ୍ୟପ୍ରଦେଶ: କମଳନାଥଙ୍କ ପ୍ରେସ୍‌ମିଟ୍‌…

ଭୋପାଳ: ଭୋପାଳରେ ଜଣେ ସାମ୍ବାଦିକ ଓ ତାଙ୍କ ଝିଅ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। ଏମାନଙ୍କ ସହ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସାମ୍ବାଦିକ ଜଣକ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବାର ଜଣାପଡ଼ିବା ପରେ ଏବେ ଅନ୍ୟ ସାମ୍ବାଦିକଙ୍କୁ ଭୟ…

ମୋଦିଙ୍କ ଅନୁରୋଧକୁ ଯୋଗୀଙ୍କ ବେଖାତିର

ଅଯୋଧ୍ୟା: ଘରୁ ନ ବାହାରିବା ଲାଗି ମୋଦି ଯୋଡ଼ହସ୍ତ ହୋଇ ଦେଶବାସୀଙ୍କୁ ବିକଳ ନିବେଦନ କଲେ। ସାରା ଦେଶ ଏହାକୁ ପାଳନ କରିବା ପାଇଁ ଅନୁରୋଧ ରଖିଲେ। ତେବେ ତାଙ୍କ ଦଳର ଅନ୍ୟତମ ଟାଣୁଆ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ବେଖାତିର କରି ଘରୁ ବାହାରିଛନ୍ତି। କେବଳ ଘରୁ…

ଆଇସିୟୁରେ ସ୍ବାଧୀନତା ସଂଗ୍ରାମୀ ଭବାନୀ…

ଭୁବନେଶ୍ବର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଗରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ଶ୍ରୀ ପଟ୍ଟନାୟକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସେଠାରେ…

ବିପଦ ବେଳେ ରାଜନୀତି

ଭୁବନେଶ୍ବର: ସାରା ଦେଶ କରୋନାର ସମ୍ଭାବ୍ୟ ସଂକ୍ରମଣ ନେଇ ଭୟଭୀତ ଥିବା ବେଳେ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଣି ଥରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଟଣାଓଟରା ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ନେତା। କରୋନା ମୁକାବିଲା ପାଇଁ…

କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ…

ନୂଆଦିଲ୍ଲୀ: ବିଶ୍ବର ଜଣେ ପ୍ରଖର ଜଳବାୟୁ କର୍ମୀ ଭାବେ ବେଶ ଜଣାଶୁଣା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ। ସେ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଏନେଇ ନିଜ ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା…

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌…

ବାଲିଗୁଡ଼ା: କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ…

ନିୟମ ଭାଙ୍ଗିବା ବୀରତା ନୁହେଁ, ଭୀରୁତା

ଭୁବନେଶ୍ବର: ପାଶ୍ଚାତ୍ୟ ଦେଶରେ ପୋକମାଛି ପରି ମରୁଛନ୍ତି ସାଧାରଣ ଜନତା। ଇତାଲି ଓ ଆମେରିକାରେ ସ୍ଥିତି ଅସମ୍ଭାଳ। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଡେଇଁଥିବା ବେଳେ ଇତାଲିରେ ୭୦ ହଜାର ଛୁଇଁଲାଣି। ଭାରତରେ ଏଯାଏଁ ୫୬୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।…

ଲକ ଡାଉନ ନିୟମ ମାନନ୍ତୁ, ନଚେତ…

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏହି ଲକ ଡାଉନକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି। ରାଜ୍ୟରେ ପୋଲିସକୁ ଅନେକ ଲୋକ…

ନିଜ ବାସଭବନରେ କ୍ୟାବିନେଟ୍ ବୈଠକ କଲେ…

ନୂଆଦିଲ୍ଲୀ: ଆଜି ସକାଳ ୧୦ ଟା ୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକ କରିଛନ୍ତି। ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ମୋଦିଙ୍କ ବାସଭବନରେ ଆଜି ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହିି ବୈଠକରେ ସମସ୍ତ ମନ୍ତ୍ରୀ ଯୋଗ ଦେଇଥିଲେ। ସମଗ୍ର ଦେଶରେ ୨୧ଦିନିଆ ଲକଡାଉନ ଘୋଷଣା…

ପୂରା ଦେଶ ଲକଡାଉନ: କଣ ଖୋଲା, କଣ ବନ୍ଦ?

ଭୁବନେଶ୍ବର: ଆଜିଠୁ ସାରା ଦେଶ ୨୧ ଦିନ ପାଇଁ ସଂପୂର୍ଣ୍ଣ ଲକଡାଉନ। ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତେବେ ସାମାଜିକ ଦୂରତା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଜଣେ ଅନ୍ୟ ଜଣଙ୍କ ଠାରୁ ଦୂରରେ ରହିଲେ ହିଁ କରୋନାର ପ୍ରକୋପ ରହିବ…