Odisha Link
Bridging the Missing Links in Odisha

ଅପରାହ୍ଣ ୪ଟାରେ ପେଡ଼ି ଖୋଲିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିତ୍ପାତ ପାଇଁ ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବାକୁ ବସିଥିବା ବେଳେ ଗତକାଲି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ବରାଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତ୍ମନିର୍ଭର ଭାରତ ଅଭିଯାନ ଯୋଜନାରେ ଏହି ଅର୍ଥ କେଉଁ କ୍ଷେତ୍ରରେ କିଭଳି ଖର୍ଚ୍ଚ ହେବ ଓ କିଭଳି ଜନସାଧାରଣ ଏହାର ଲାଭ ପାଇପାରିବେ ସେ ନେଇ ସବିଶେଷ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅପରାହ୍ଣ ୪ଟାରେ ଏ ନେଇ ନତର୍ମଳା ବିଶଦ ବିବୃତି ରଖିବେ।

Comments are closed.