Odisha Link
Bridging the Missing Links in Odisha
Daily Archives

June 4, 2020

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ:…

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୁନ୍‌ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା। କୋରୋନା…

ସୁସ୍ଥ ହେଲେ ଆଉ ୬୫ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଲରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୪୮୧ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ଗଞ୍ଜାମର,…

ବାଲିଅନ୍ତା ତହସିଲଦାର ଗିରଫ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ। ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ…

ଭୁବନେଶ୍ବରରେ କରୋନା: ଆଉ ୪ ଆକ୍ରାନ୍ତ…

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟର ୧୩ଟି ଜିଲ୍ଲାରୁ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜଧାନୀ ଭୁବନେଶ୍ବରରୁ ଆଜି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବିଏମସି ପକ୍ଷରୁ…

ଫାଇନ୍‌ ଭରିଲେ ଅପରାଜିତା

ଭୁବନେଶ୍ବର: ଆଜି ଫାଇନ୍‌ ଭରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ସ୍ୱେଚ୍ଛାକୃତଭାବେ ଫାଇନ ଦେବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି। ଏହାଛଡ଼ା ଲୋକଙ୍କୁ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ସେ…

ଦିଲ୍ଲୀ ସରକାର, ବିଜ୍ଞାପନ ଓ ଦରମା

ଏକଥା ସତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ସରକାରଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ଏଥିପାଇଁ ସେମାନେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଓ ସ୍ପଷ୍ଟ ଶବ୍ଦରେ ଏକଥା କହିଛନ୍ତି। ଅଧିକାଂଶ ବିଷୟରେ…

ଦୂରଦର୍ଶନ କରିବ ସ୍ନାନଯାତ୍ରାର…

ଭୁବନେଶ୍ୱର: ଆଜି ମଧ୍ୟରାତ୍ରୀ ପରେ ମହାପ୍ରଭୁଙ୍କ ଆରମ୍ଭ ହେବ ସ୍ନାନଯାତ୍ରା। ହେଲେ ଚଳିତ ବର୍ଷ ବଡ଼ଦାଣ୍ଡରେ ଠିଆ ହୋଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏପରିକି ଗଣମାଧ୍ୟମଗୁଡ଼ିକ ମଧ୍ୟ ବଡ଼ଦାଣ୍ଡରୁ ଏହାର ସିଧା ପ୍ରସାରଣ କରିପାରିବେ ନାହିଁ । ତେବେ ଖୁସିର କଥା,…

ନୟାଗଡ଼ରେ ନର୍ସଙ୍କୁ କରୋନା, ଆଜି ଆଉ ୭…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପ୍ରଥମ କରି ଜିଲ୍ଲାରେ ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍‌ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ…

କରୋନା: ଆଉ ୯୦ ଆକ୍ରାନ୍ତ ଚିହ୍ନଟ, ମୋଟ…

ଭୁବନେଶ୍ବର: ରାଜ୍ୟରେ କିଛିଦିନ ହେବ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୨୪୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ରହିଛି। ରାଜ୍ୟରେ…

ରାଜ୍ୟରେ ଆଜିଠୁ ଗଡ଼ିବ ନାହିଁ ଘରୋଇ ବସ୍

ଭୁବନେଶ୍ୱର: ଘରୋଇ ବସ ମାଲିକ ସଙ୍ଘ ପରେ ଏବେ ପରିବହନ କର୍ମଚାରୀ ସଙ୍ଘ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ଘେରିଛି। ସରକାର ଦାବି ଶୁଣୁ ନ ଥିବାରୁ ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବନି ଘରୋଇ ବସ୍‌। କର୍ମଚାରୀ ଯୋଗ ଦେବେନି କାମରେ। ବରମୁଣ୍ଡାରେ ବୁଧବାର ଦିନ ହୋଇଥିବା ପରିବହନ କର୍ମଚାରୀ ସଙ୍ଘର ବୈଠକରେ…