ଓଡ଼ିଶା ଫେରୁଛନ୍ତି ବିଜୟ ମହାନ୍ତି, କହିଲେ…
ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ଓଡ଼ିଆ ଫିଲ୍ମ ଜଗତର ମହାନ୍ ଅଭିନେତା ବିଜୟ ମହାନ୍ତି। ଦୀର୍ଘ ଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବରିଷ୍ଠ ଅଭିନେତା ଆସନ୍ତାକାଲି ଭୁବନେଶ୍ୱରରେ ପହଁଚିବେ।। ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ ଦିନ ପରେ…