Odisha Link
Bridging the Missing Links in Odisha
Daily Archives

June 18, 2020

ସ୍ମୃତିରଞ୍ଜନ ହେଲେ ଓଡ଼ିଶା ଯୁବ କଂଗ୍ରେସ…

ଭୁବନେଶ୍ବର: ବଦଳିଲେ ଓଡ଼ିଶା କଂଗ୍ରେସ ଯୁବ ସଭାପତି। ସ୍ମୃତିରଞ୍ଜନ ଲେଙ୍କା ହେଲେ ଓଡ଼ିଶ ଯୁବ କଂଗ୍ରେସ ସଭାପତି। ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି। ସ୍ମୃତିରଞ୍ଜନଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦେଇଛନ୍ତି। ଭାରତୀୟ ଯୁବ କଂଗ୍ରେସ…

ଆଜିଠୁ ୨୧୪ଟି ଆଦର୍ଶ ବିଦ୍ୟାଳୟରେ…

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଥିବା ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ଆରମ୍ଭ ହୋଇଛି। ଏହି ନାମଲେଖା ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ ଥିବା ବେଳେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନାମଲେଖା…

କରୋନା: ୧୮ ଜିଲ୍ଲାରୁ ୧୭୪ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ୧୮ଟି ଜିଲ୍ଲାରୁ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ରେ ପହଁଞ୍ଚିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା…

ବିଶ୍ୱ ଶାନ୍ତି ଏବଂ ନିରାପତ୍ତାକୁ…

ନୂଆଦିଲ୍ଲୀ: ଭାରତ ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଭାରତ ୮ମ ଥର ପାଇଁ ଏହି ସଦସ୍ୟ ଭାବେ ମନୋନୀତ ହୋଇଛି। ଅପରପକ୍ଷେ ଭାରତ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଶି ବ୍ୟକ୍ତ ପ୍ରକାଶ କରିଛନ୍ତି। ପିଏମ୍‌ ମୋଦି କହିଛନ୍ତି ଯେ,…

୨୪ ଘଣ୍ଟାରେ ୧୨,୮୮୧ ଜଣ ଆକ୍ରାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩ ଲକ୍ଷ ୬୬ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…