ଏପଟେ ବିରୋଧ, ସେପଟେ ସ୍ବାଗତ: ଭାରତରେ…
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଲଢ଼େଇ ଓ ପରସ୍ପର ପକ୍ଷରୁ ମୃତାହତ ପରେ ଦେଶବ୍ୟାପୀ ଚୀନ୍ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଚୀନ୍ ସୀମାରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ 'ଚୀନ୍ ସାମଗ୍ରୀ' ବର୍ଜନ ନେଇ ସ୍ବର ତୀବ୍ର ହୋଇଛି। ଚୀନ୍ ତିଆରି ସାମଗ୍ରୀ ନ କିଣିବା ପାଇଁ ଓ ବ୍ୟବହାର ନ କରିବା…